ଅନିଲ କୁମାର ଜାଡିଙ୍କୁ ସ୍ବାଗତ ସମ୍ବର୍ଦ୍ଧନାରାୟଗଡ ( ଅମୁଲ୍ୟ ନିଶଙ୍କ ): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ର ସୁନାଖଣ୍ଡି ପଞ୍ଚାୟତ ସତୀ ତୋଟା ଶିବ ମନ୍ଦିର ପ୍ରାଙ୍ଗଣରେ ନୂତନ ମଣ୍ଡଳ ସଭପତି ଅନିଲ କୁମାର ଜାଡିଙ୍କୁ ସ୍ଵାଗତ ସମ୍ଭନ୍ଧନା କରାଯାଇଥିବା ଦେଖୁବାକୁ ମିଳିଛି ।ଉକ୍ତ କାର୍ଯ୍ୟକ୍ରମ ପଞ୍ଚାୟତର ବିଜେପି ଜେପି କର୍ମୀ କର୍ମୀ କାର୍ଯ୍ୟକର୍ତା ଉପସ୍ଥିତ ରହିଥିବା ବେଳେ ଏହି ସଭାରେ ସୁନାଖଣ୍ଡି ପଞ୍ଚାୟତର କେଶରୀ ଭତ୍ରାଙ୍କ ନେତୃତ୍ବରେ ନୂତନ ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କୁ ଶିକରପାଇ ମଣ୍ଡଳ ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ,ଚେତନା ମିଡ଼ିଆ ର ସାମ୍ବାଦିକ ପ୍ରଦୀପ ଦଳେଇ,ଜାଡି ବାବୁରାଓ, ପ୍ରବର୍ତନ ଜିଲ୍ଲା ପରିଷ୍ଠ ରିଷଦ କେଣ୍ଡେଟ ହେମନ୍ତ କୁମାର ସାହୁ ସହିତ ଆଦର୍ଶ ସିନା, ସନ୍ତୋଷ ତ୍ରିପାଠୀ ଜନାର୍ଦନ ରାଓ, ସନ୍ତୋ ସନ୍ତୋଷ କୁମାର ସାହୁ, ରାମରାଓ କୁଲେସିକା, ନଭଘନ ଚିଛୁଆନ, ଖ ଜୋନର ସମସ୍ତ ୭ଟି ପଞ୍ଚାୟତ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ। ଏହା ପରେ ଦ ଦଳୀୟ ସଙ୍ଘଠନ ବିଷୟରେ ଆଲୋଚନା କରିଥିବା ବେଳେ ଏଥିରେ ୨ ଶହରୁ ଉଦ୍ଧ କର୍ମୀକର୍ତା ଉପସ୍ଥିତ ରହିଥିଲେ। କେସିଙ୍ଗପୁର ବ୍ଲକ ରେ ଅନିଲ no ନେତୃତ୍ୱ ରେ ବିଜେପି ସଂଗଠନ ଦୃଢ଼ ହେବ ବୋଲି କର୍ମୀ ମାନେ ମତ ରଖିଥିଲେ l ନିଜ ବକ୍ତବ୍ୟ ରେ ପ୍ରଦୀପ ଦଳେଇ କହିଛନ୍ତି ଜେ ଅନିଲ ଙ୍କ ସଂଗଠନ କ୍ଷମତା ରହିଛି ସେଥିପାଇଁ ରାଜ୍ୟ ଓ ଜ଼ିଲ୍ଲା ବିଜେପି ନେତୃମଣ୍ଡଳୀ ଅନିଲ କୁ ଗୁରୁଦାୟିତ୍ୱ ଦେଇଛନ୍ତି ସେଥିପାଇଁ କେସିଙ୍ଗପୁର ବ୍ଲକପକ୍ଷରୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

