ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଂଗା ପାହାଡ଼ ପାଦଦେଶରେ ଭେଡେନ ବ୍ଲକ ବିଜ୍ଞାନ ଓ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଲକ୍ଷ୍ମଣ କୁମାର ପାଣିଗ୍ରାହୀ ପପଂଗା ପାହାଡ଼ ପାଦଦେଶରେ ବଣଭୋଜି କୁ ଆସି ଥିବା ପର୍ଯ୍ୟଟନ କୁଂ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ବିଜ୍ଞାନ ଓ ଗଣିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଏହା କୁ ପରିଚାଳନା କରିଥିଲେ, ଝରାପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ।ଏହି ସମୟରେ ଶିକ୍ଷକ ମାନେ ଅଂଶଗ୍ରହଣ କରି ନିଜସ୍ବ ଅଭିଜ୍ଞତା ହାସଲ କରିବା ଥିବା ବକ୍ତବ୍ୟ ପ୍ରତିପାଦନ କରି ଥିଲେ।ପରିଶେଷରେ ଶିକ୍ଷକ ସଂଜୀବ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଅପରେଟର ଓ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଏକ ବୈଠକ କରି ସେମାନଙ୍କ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଶତ ପ୍ରତିଶତ ସମ୍ପୂର୍ଣ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ନିବେଦନ ମଧ୍ୟ କରିଛନ୍ତି।
ଅପରେଟର ଓ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଏକ ବୈଠକ କରି ସେମାନଙ୍କ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଶତ ପ୍ରତିଶତ ସମ୍ପୂର୍ଣ ଓଡ଼ିଆ ଭାଷାରେ କରିବା ପାଇଁ…
କଳିଙ୍ଗା ଛକ ଠାରେ ବିଜେଡିର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ….I
କଳିଙ୍ଗା ଛକ ଠାରେ ବିଜେଡିର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ….I କଳିଙ୍ଗା 🙁 ରିପୋର୍ଟ କୁନା ଦିଗାଲ )ବିଜୁ ଜନତାଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ…
୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି।
କ୍ୟାଲସିୟମ, ଭିଟାମିନ ଡି୩ ସପ୍ଲିମେଣ୍ଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପାଇଁ ଲୋକମାନେ ବ୍ୟବହାର କରୁଥିବା ୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି।…