ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଦୁର୍ନୀତି ଗ୍ରାସିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ। ଜନସାଧାରଣଙ୍କର ସେବା ପାଇଁ ସରକାର ଲୋକଙ୍କୁ ଚାକିରି ଦେଉଛନ୍ତି। କିନ୍ତୁ ଯେଉଁ ଲୋକମାନେ ଏହି ସରକାରୀ ପଦବିରେ ବସୁଛନ୍ତି ପରିବର୍ତ୍ତୀ ସମୟରେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ ଏହା କହୁଛି। ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ–୨୦୨୪ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ୧୮୧ ସରକାରୀ ବାବୁ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଏଥି ମଧ୍ୟରୁ ୫୦ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ଅଧିକାରୀ। ଅନ୍ୟମାନଙ୍କ ମଧ୍ୟରେ ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୁଲିସ, ୫ଡାକ୍ତର ଓ ୩ବନ ଅଧିକାରୀ।
Related Posts
ବୋଡ଼େନ ମିଶନ ଶକ୍ତି ଦ୍ଵାରା ଏକ୍ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ
ବୋଡ଼େନ ମିଶନ ଶକ୍ତି ଦ୍ଵାରା ଏକ୍ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ନୂଆପଡା ଜିଲ୍ଲା ବୋଡେ଼ନ ରେ ପ୍ରଧାନ ମନ୍ତ୍ରୀଙ୍କ ଆହ୍ବାନ କ୍ରମେ…
ଟିକାବାଲି ସମିତି କାର୍ଯ୍ୟାଳୟ ଆଧାର ସଂଯୋଗକୁ ନେଇ ହୋ ହାଲ୍ଲା.
ଟିକାବାଲି ସମିତି କାର୍ଯ୍ୟାଳୟ ଆଧାର ସଂଯୋଗକୁ ନେଇ ହୋ ହାଲ୍ଲା…………………………………..ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ଆଗରେ…
ଆଜି ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।
ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଆରମ୍ଭ କଲେ ନିର୍ବାଚନ ପ୍ରଚାର କହିଲେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ…