ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପ୍ରାଥମିକ ବାଳିକା ବିଦ୍ୟାଳୟ ଠାରେ ତିନି ଜଣ ଭିନ୍ନକ୍ଷମ ଶିକ୍ଷୟିତ୍ରୀ ଅଛନ୍ତି,ଏଠାରେ ମୋଟ ୮୫ ଛାତ୍ରୀ ବିଦ୍ୟାଳୟ ପାଠ ପଢୁଛନ୍ତି। ଶିକ୍ଷୟିତ୍ରୀ ବାସନ୍ତୀ ଦୁଆନ ୧୨ବର୍ଷ ହେବ ଶିକ୍ଷା ଦାନ କରିଆସୁଛନ୍ତି, ସେଥିମଧ୍ୟରୁ ୭ବର୍ଷ ହେବ ଭାରତପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ଭିନ୍ନକ୍ଷମ ହୋଇଥିବାରୁ ବିଦ୍ୟାଳୟର ଅଫିସ କାମ, ଛାତ୍ରୀ ମାନକଂ ମଧ୍ୟାହ୍ନ ଭୋଜନ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଶିକ୍ଷୟତ୍ରୀ ବାସନ୍ତୀ ଦୁଆନ କୁଂ ନିଜ ଘର ଠାରୁ ୨୦/୨୫ କିମି ଯିବା ଆସିବା କରୁଥିବାରୁ ଅନ୍ୟ ସାହାରା ନେବାକୁ ପଡୁଛି।ଶିକ୍ଷୟତ୍ରୀଙ୍କ ନିଜ ଘର ପାଖାପାଖି ବଦଳି କରାଗଲେ, ତାକଂର ସୁବିଧା ହେବ,ପୁରୁଷ ଶିକ୍ଷକ ଦେଲେ ବିଦ୍ୟାଳୟର ତଥା ଶିକ୍ଷାଦାନ ଓ ଅନ୍ୟାନ୍ୟ ଅଫିସ କାର୍ଯ୍ୟ, ଛାତ୍ରୀ କଂ ମଧ୍ୟାହ୍ନ ଭୋଜନ ପାଇଁ ସୁବିଧା ଉପଲବ୍ଧ ହେବ। ଭେଡେନ ବ୍ଲକ ଶିକ୍ଷା ଅଧିକାରୀ, ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି।
Related Posts
ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଶ୍ରବଣ ଯନ୍ତ୍ର ବିତରଣ
ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଶ୍ରବଣ ଯନ୍ତ୍ର ବିତରଣ ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ପଞ୍ଚାୟତ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା…
ଚିକିଟୀ- ଖେମୁଣ୍ଡି ହଳଦିଆ ହଳଦିଆ ତୈଳିକ ବୈଶ୍ୟ ସମାଜ ବୋଇତ ବନ୍ଦାଣ ଓ ଶୀତ ବସ୍ତ୍ର ବଣ୍ଟନ
ଚିକିଟୀ- ଖେମୁଣ୍ଡି ହଳଦିଆ ହଳଦିଆ ତୈଳିକ ବୈଶ୍ୟ ସମାଜ ବୋଇତ ବନ୍ଦାଣ ଓ ଶୀତ ବସ୍ତ୍ର ବଣ୍ଟନ ଆର, ଉଦୟଗିରି(ମନୋଜ ପାଢୀ୧୫/୧୧/୨୪ ଚିକିଟୀ ଖେମୁଣ୍ଡି ହଳଦିଆ ହଳଦିଆ…
ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଓଡ଼ିଶା ରାଜ୍ୟ ଶାଖା ସମ୍ମିଳନୀ 2024।
ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଓଡ଼ିଶା ରାଜ୍ୟ ଶାଖା ସମ୍ମିଳନୀ 2024। ଆର,ଉଦ଼ୟଗିରି(ମନୋଜ ପାଢୀ୧/୧୨/୨୪ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଓଡ଼ିଶା ରାଜ୍ୟ ଶାଖା…