ଅସହାୟ ବୃଦ୍ଧା ଙ୍କ ଥଇଥାନ କଲା ନିଷ୍ଠା ପରିବାର
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୨-୧୦-୨୫ରିଖ ଦିନ ଏହି ମାଉସୀ ଙ୍କୁ ବରଗଡ଼ ୱାର୍ଡ ନମ୍ୱର୩ ରେ ଉଲଗ୍ନ ହୋଇ ଦେହ ସାରା ଝାଡ଼ା ପରିଶ୍ରା କରି ଅତ୍ୟନ୍ତ ଶୋଚନୀୟ ଅଵସ୍ଥା ରେ ପଡି ରହି ଥିଲେ। ପଡା ର ରାଜୁ ପ୍ରଧାନ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ନିଷ୍ଠା ପରିବାର ଓ ଡାକ୍ତର ଖାନା ର କର୍ମଚାରୀଙ୍କ ଦୀର୍ଘ ଦିନର ଚିକିତ୍ସା ଓ ସେବା ପରେ ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ତାଙ୍କ ର କେହି ନିଜ ଲୋକ ନ ଥିବାରୁ ତାଙ୍କୁ ଭେଡେନ, ବଡ଼ ପିପିଲି ପାଲି ଠାରେ ଥିବା ଆନନ୍ଦ ସେବା ସଦନ ରେ ତାଙ୍କ ର ଥଇଥାନ କଲୁ। ନିଷ୍ଠା ପରିବାର ତରଫ ରୁ ଆନନ୍ଦ ଭାଇ ଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ। ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ମମତା ଭଉଣୀ ଉପସ୍ଥିତ ଥିଲେ।ଅସହାୟ ଙ୍କ ସେବାରେ ସଦା ସର୍ବଦାନିଷ୍ଠା ପରିବାର
