ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାଦ୍ଦୀ ପାଳନ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାଦ୍ଦୀ ପାଳନ
Spread the love

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାଦ୍ଦୀ ପାଳନ

ଆର,ଉଦୟଗିରି-(ମନୋଜ ପାଢୀ) – ଗଜପତି ଜିଲ୍ଲା ରା,ଉଦୟଗିରି ସହରରେ ଶିବ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାଦ୍ଦୀ ସମାହର ପାଳନ । ଏଥିରେ ମୁଖ୍ୟଅତିଥି କୃଷ୍ଣଚନ୍ଦ୍ର ପୁଲେଇପାତ୍ରା , ପ୍ରାନ୍ତ ଶାରୀରିକ ଶିକ୍ଷା ପ୍ରମୁଖ ଅଶୋକ ରଂଜିତ , ମୁଖ୍ୟବକ୍ତା, ଖଣ୍ଡ ସଂଘଚାଳକ ରଘୁନାଥ ନାୟକ, ଖଣ୍ଡ କାର୍ଯ୍ୟବାହ ବୃନ୍ଦାବନ ପ୍ରଧାନ, ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଦେଶର ସଂହତି ଓ ଅଖଣ୍ଡାତା ବଜାୟ ରଖିବା ନିମନ୍ତେ ଆହ୍ବାନ କରିଥିଲେ । ଏହି ଅବସରରେ ବିଭିନ୍ନ ଜାଗରଣ ଓ ଶହ ବର୍ଷରେ ହୋଇଥିବା ସଂସ୍କାରମୂଳକ କାର୍ଯ୍ୟଦି ଉପରେ ଆଲୋଚନା କରାଯାଇଥିଲା । ଅମୂଲ୍ୟ ଜରିଆ, ଗୋପାଳ, ନରେନ୍ଦ୍ର ବାପି, ମନୋଜ, ଅସିତ ଓ ପିଣ୍ଟୁଙ୍କ ସମେତ ରା,ଉଦୟଗିରି ଗ୍ରାମବାସୀ ସହଯୋଗ କରିଥିଲେ । ସ୍ବୟଂସେବକଗଣ ଶାଖା ଦଣ୍ଡ ପ୍ରଦଶିତ କରିବା ସହ କରିକ୍ରମା କରିଥିଲେ ।