ସମ୍ଭାବ୍ୟ ବାତ୍ୟାକୁ ନେଇ କୋରାପୁଟରେ ପ୍ରସ୍ତୁତି ସମୀକ୍ଷ

ସମ୍ଭାବ୍ୟ ବାତ୍ୟାକୁ ନେଇ କୋରାପୁଟରେ ପ୍ରସ୍ତୁତି ସମୀକ୍ଷ

ସମ୍ଭାବ୍ୟ ବାତ୍ୟାକୁ ନେଇ କୋରାପୁଟରେ ପ୍ରସ୍ତୁତି ସମୀକ୍ଷ

କୋରାପୁଟ | ୨୮ ଅକ୍ଟୋବର ୨୦୨୬ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ଗସ୍ତରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ।ଏହି ଅବସରରେ ଜିଲ୍ଲାର ବାତ୍ୟା ମୁକାବିଲା ପ୍ରସ୍ତୁତି, ଜନସାଧାରଣଙ୍କ ସୁରକ୍ଷା, ଜରୁରୀକାଳୀନ ସେବା ଏବଂ ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥାର ସମୀକ୍ଷା କରାଯିବ।ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଉପରେ ଗୁରୁତ୍ୱ ଦିଆଯିବ।

ସରକାରୀ ସୂଚନା ଓ ପରବର୍ତ୍ତୀ ଅପଡେଟ୍ ପାଇଁ ଅନୁସରଣ କରନ୍ତୁ।