ସଂକ୍ରିଡା ର ଉଦୟ ପୁରୋହିତ କଂ ଗତ ରବିରୁତୁ ର ଟୋକନ ଠାରୁ ବର୍ତ୍ତମାନ ରବିରୁତୁ ଟୋକନ ରେ କୁଇଣ୍ଟାଲ ୫୭,୯୮ କେଜି କମ୍ ଆସିଥିବାରୁ ଚାଷୀ ହତାସ।

ବରଗଡ – ୨୮ ୫(ଭବାନୀ ଶଙ୍କର ପାଢ଼ୀ)
ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ଗ୍ରାମର ଚାଷୀ ଉଦୟ ପୁରୋହିତ, ସଂକ୍ରିଡା ପେକ୍ସ ର ସଂପାଦକ ନିକଟରେ ଅଭିଯୋଗ କରିଛନ୍ତି ଯେ, ଗତ ୨୦୨୫ ରବିରୁତୁ ଧାନ ବିକ୍ରୟ ସମୟରେ ଏ ୩. ୫୬ ଡିସିମିଲ ପାଇଁ ଟୋକନ ନମ୍ବର ୩୦୭୯୫୮୫ ର କୁଇଣ୍ଟାଲ ୯୨.୫୬କେଜି ଧାନ ବିକ୍ରୟ ପାଇଁ ଆସିଥିଲା ।ତାହା ବର୍ତ୍ତମାନ ସେହି ଜମି ଉପରେ ଟୋକନ ନମ୍ବର ୨୫୯୦୪୧୭ ରେ ମାତ୍ର କୁଇଣ୍ଟାଲ ୩୪, ୫୮ କେଜି ଧାନ ବିକ୍ରୟ ପାଇଁ ଆସିଛି। ବର୍ତ୍ତମାନ ଚାଷୀ ଉଦୟ ପୁରୋହିତ ବାକି କୁଇଣ୍ଟାଲ ୫୭,୯୮ କେଜି କେମିତି ବିକ୍ରୟ କରିବେ, ହତାଶ ହୋଇ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ କୁଂ ଅଭିଯୋଗ କରି ଦରଖାସ୍ତ କରଛନ୍ତି। ସଂପାଦକ ଶ୍ରୀ ପୁରୋହିତ ଏହି ଦରଖାସ୍ତ ଉପରିସ୍ଥ ଅଧିକାରୀ ନିକଟକୁ ପଠାଦେବୁ କହିଛନ୍ତି, ଫଳରେ ହାତାଶ ଚାଷୀ ର କେବେ ତାର ଟୋକନ ଆସିବ କେବେ ଧାନ ବିକ୍ରୟ କରିବ କିମ କର୍ତବ୍ୟ ମୁଢ ଅବସ୍ଥା ରହିବ। ଏଥିପାଇଁ ଦାୟୀ କିଏ ତାହାର ସମାଧାନ ପାଇଁ ବରଗଡ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଧାନ ବିକ୍ରୟ ଟୋକନ ବଢାଇବା ଅନୁରୋଧ କରିଛନ୍ତି।