ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ପକ୍ଷରୁ ଝରାପାଲି ମାର୍କେଟରେ ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ବରଗଡ- ୧୫,୧୦(ଭବାନୀ ଶଙ୍କର ପାଢ଼ୀ)
ବରଗଡ ଜିଲା ଅଧିନ ଭେଡେନ ବ୍ଲକ ଝରାପାଲି ମାର୍କେଟ ପରିସରରେ ସମବାୟ ସମିତି ଓ ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ର ମିଳିତ ଆନୁକୂଲ୍ୟରେ ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଏଥିରେ ଭେଡେନ ବ୍ଲକ ଏବିଡିଓ ସୌଭାଗ୍ୟ ପ୍ରଧାନ ,ହସତନ୍ତ ଓ ବୟନ ଶିଳ୍ପ ବିଭାଗର ସାମନ୍ତ ଭୋଇ,ସୋନିଆ ଭୋଇ ,ଅର୍ଚ୍ଚନା ପରମାଣିକ,Sarcs ପ୍ରଦୀପ କୁମାର ବେସନ ,ସଂକ୍ରିଡା ପ୍ରାଥମିକ କୃଷି ସମବାୟ ସମିତି ଲି ର ସମ୍ପାଦକ ସୁବାଷ ଚନ୍ଦ୍ର ପୁରୋହିତ ,ଝରାପାଲି ମାର୍କେଟ ଇନ୍ଚାଜ ଲିଂଗରାଜ ସୁନା,ସମିତି ସଭ୍ୟ ଚାଷୀଗିରି ନଈ , ପ୍ରମୁଖ ଯୋଗଦେଇଥିଲେ ଏହି ପ୍ରତିଯୋଗିତାରେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ |ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବୁଝାଇଥିଲେ ଓ କୃତି ପ୍ରତିଯୋଗୀ ମାନକୁଂ ପୁରସ୍କାର ଓ ମାନପତ୍ର ଅତିଥି ମାନେ ବିତରଣ କରିଥିଲେ |ଏହି ସମୟରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଓ ଅତାବିରା ନିୟନ୍ତ୍ରିତ ବଜାର କମିଟି ର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ।