ଶିକ୍ଷାର୍ଥୀ ଙ୍କ ସହ ଗୁରୁଦିବସ ପାଳିଲେ ସମାଜସେବୀ ଆହ୍ବାନ ନାୟକ ।

ଶିକ୍ଷାର୍ଥୀ ଙ୍କ ସହ ଗୁରୁଦିବସ ପାଳିଲେ ସମାଜସେବୀ ଆହ୍ବାନ ନାୟକ ।

ଶିକ୍ଷାର୍ଥୀ ଙ୍କ ସହ ଗୁରୁଦିବସ ପାଳିଲେ ସମାଜସେବୀ ଆହ୍ବାନ ନାୟକ ।……………………..

ଆର, ଉଦୟଗିରି (ମନୋଜ କୁମାର ପାଢୀ)-: ରାଜ୍ୟରେ ଗୁରୁଙ୍କୁ ସଂମାନ ଦେବା ଉଦ୍ଧେଶ୍ୟରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ରେ ଗୁରୁଦିବସ ପାଳନ କରାଯାଏ ତତ ମଧ୍ୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଅଡବା ଠାରେ ପାଳନ କରାଯାଇଥିବା ଉତ୍ସବ ଏକ ନିଆରା ପ୍ରକାରର l ଶିକ୍ଷାର୍ଥୀ ଏବଂ ଛାତ୍ର ଛାତ୍ରୀ ଙ୍କ ସହ ଯୁବ ନେତା ତଥା ସମାଜ ସେବୀ ଆହ୍ବାନ ନାୟକ ଯୋଗ ଦେବା ସହ ଗୁରୁଜନଙ୍କ ତ୍ୟାଗ ଓ କଠିନ ପରିଶ୍ରମ ହେତୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ପର୍ଦ୍ଧିତ କରିଥିଲେ ଆହ୍ବାନ ନାୟକ lଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କ ସମେତ ଅନେକ ଯୁବ ସ୍ବେଛାସେବୀ ଯୋଗଦେଇଥିଲେ l ନିଜର ଅଭିଭାସଣରେ ସମାଜର ଉନ୍ନତି ରେ ରହିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା ସମ୍ପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ଯୁବନେତା ତଥା ସମାଜ ସେବୀ ଆହ୍ବାନ ନାୟକ ।