ରାସ୍ତା ସମ୍ପ୍ରସାରିତ ପାଇଁ ରେମଣ୍ଡା କୁମ୍ଭାର ପଡା ଠାରୁ ବାଳକ ବିଦ୍ୟାଳୟ ପର୍ଯ୍ୟନ୍ତ ସରକାରୀ ଜମି ଉଛେଦ ଆରମ୍ଭ।

ରାସ୍ତା ସମ୍ପ୍ରସାରିତ ପାଇଁ ରେମଣ୍ଡା କୁମ୍ଭାର ପଡା ଠାରୁ ବାଳକ ବିଦ୍ୟାଳୟ ପର୍ଯ୍ୟନ୍ତ ସରକାରୀ ଜମି ଉଛେଦ ଆରମ୍ଭ।

ବରଗଡ ୩୦,୬(ଭବାନୀ ଶଙ୍କର ପାଢ଼ୀ) ବର୍ଷ ବର୍ଷ ପରେ ରେମଣ୍ଡା ଠାରୁ ଭେଡେନ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରିତ ପାଇଁ ରେମଣ୍ଡା କୁମ୍ଭାର ପଡା ଠାରୁ ବାଳକ ବିଦ୍ୟାଳୟ ପର୍ଯ୍ୟନ୍ତ ସରକାରୀ ଜମି ଉଛେଦ ଆରମ୍ଭ।