ଯାତ୍ରୀବାହୀ ବସ୍ ଧକ୍କାରେ ଅଟୋ ଚୁରମାର୍।୬ ମୃତ ୬ ଗୁରୁତର ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲୀ ଛକରେ ଭୟଙ୍କର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଗୋଟିଏ ଯାତ୍ରୀବାହୀ ବସ୍ ଅଟୋ କୁ ପିଟି ଦେବାରୁ ଏହି ଭଳି ଘଟଣା ଘଟିଛି ବୋଲି ଜଣାପଡିଛି।
