ମହାବୀର ଗ୍ୟାଲାକ୍ସି ରେ ଚାଲିଥିବା ଜୁଆ ଖେଳ ।ପୋଲିସ ଚଢାଉ

ମହାବୀର ଗ୍ୟାଲାକ୍ସି ରେ ଚାଲିଥିବା ଜୁଆ ଖେଳ । ପୋଲିସ ଚଢାଉ

କଟକ ବଜ୍ରକବାଟି ମହାବୀର ଗ୍ୟାଲାକ୍ସି ରେ ଚାଲିଥିବା ଜୁଆ ଖେଳ । ପୋଲିସ ଚଢାଉ ପରେ ୧୮ ଲକ୍ଷ ଟଙ୍କା ସହ ଟୋକନ, ୧୦ ଗାଡ଼ି ଓ ୧୪ ମୋବାଇଲ୍ ଜବତ୍ କରିଛି ପୋଲିସ। ଏହି ଘଟଣାରେ ମୋଟ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ଗଣେଶ ପାଣିଗ୍ରାହୀ ରିପୋର୍ଟ