ଭାବରଡା ଗ୍ରାମ ରକ୍ତଦାନ ଶିବିର ।

ଭାବରଡା ଗ୍ରାମ ରକ୍ତଦାନ ଶିବିର ।

ଭାବରଡା ଗ୍ରାମ ରକ୍ତଦାନ ଶିବିର ।

ପୋଲସରା ୧୭/୦୮/୨୦୨୬ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଗ୍ରାମ ରେ ମା ସିଂହାସନୀ ଉଚ୍ଚ ବିଦ୍ୟାଳୟ ଠାରେ ଭାବରଡ଼ା ଗ୍ରାମବାସୀ, ଜୀବନଧାରା ପରିବାର ଓ ସମ୍ବାଦ ଆମ ଓଡିଶା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ଗ୍ରାମ ର ଯୁବ ସ୍ବେଛାସେବୀ ରବୀନ୍ଦ୍ର ସ୍ୱାଇଁ, ଦିଲ୍ଲୀପ ଖଟୁଆ, ମୁନା ବିଷୋୟୀ,ପରମେଶ୍ୱର ସାହୁ, ରାଜେଶ ଜେନା, ରାଜେନ୍ଦ୍ର ସ୍ୱାଇଁ,ସିନୁ ବିଷୋୟୀ, ଶଙ୍କର୍ଷଣ ପ୍ରଧାନ, ଅଜିତ ବେହେରା,ମହେନ୍ଦ୍ର ବେହେରା,ଜିତୁ ବେହେରା, ସୁଧୀର ବରାଡ଼,ବସନ୍ତ ଭୂୟାଁ, ସଞ୍ଜୟ ଖଟୁଆ, ମନୋଜ ବିଷୋୟୀ, ଆଦିତ୍ୟ ବିଷୋୟୀ, ବୁଦ୍ଧିଆ ସାହୁ, ପ୍ରଶାନ୍ତ ଜେନା,କେଦାର ସାହୁ, ରଞ୍ଜନ ସ୍ୱାଇଁ , ସୁନୀଲ କୁମାର ଡାକୁଆ, ଜୀବନଧାରା ପରିବାର ସଦସ୍ୟ ହୃଦାନନ୍ଦ ପ୍ରଧାନ, ସନ୍ତୋଷ କୁମାର ସ୍ୱାଇଁ, ସୁନୀଲ କୁମାର ସ୍ୱାଇଁ, ସନ୍ତୋଷ କୁମାର ପୋଲାଈ, ଗୌରହରୀ ପୋଲାଈ,ରାଜେଶ ଡାକୁଆ,ଜଗନ୍ନାଥ ପଳତା ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l ରକ୍ତଦାତା ମାନେ ହେଲେ ସନ୍ତୋଷ କୁମାର ସ୍ୱାଇଁ, ଜିତେନ୍ଦ୍ର ବେହେରା, ଶଙ୍କର୍ଷଣ ପ୍ରଧାନ,ରାଜେଶ ଡାକୁଆ,ହୃଦାନନ୍ଦ ପ୍ରଧାନ, ଅଜିତ କୁମାର ବେହେରା, ଚିନ୍ମୟ ବିଷୋୟୀ, ପ୍ରଶାନ୍ତ କୁମାର ଜେନା,ରାଜେଶ ପ୍ରଧାନ, ରାଜେଶ କୁମାର ବେହେରା, ମନୋଜ କୁମାର ବିଷୋୟୀ, କେଦାର ସାହୁ, ସୁନୀଲ କୁମାର ଡାକୁଆ, ଶୀତୁ ବିଷୋୟୀ, ସରୋଜ କୁମାର ସାହୁ, କୃଷ୍ଣ ବିଷୋୟୀ, ବସନ୍ତ ସ୍ୱାଇଁ, କାଳୁ ସାହୁ, ମିଥୁନ ପ୍ରଧାନ, ଜଗନ୍ନାଥ ପଳତା, ଗୋପୀନାଥ ଗୌଡ଼, ମିଥୁନ ମଲ୍ଲିକ, ସନ୍ଦୀପ ସାହୁ, ପୂଜା ଜେନା, ଆକାଶ ସ୍ୱାଇଁ, ଗୌତମ ପୋଲାଈ, ରାଜେନ୍ଦ୍ର କୁମାର ସ୍ୱାଇଁ, ପ୍ରଭାତ କୁମାର ବିଷୋୟୀ, ହିମାଂଶୁ ଶେଖର ସାହୁ, ରାମକୃଷ୍ଣ ଗୌଡ଼, ପପୁ ସାହୁ, ନାରାୟଣ ବିଷୋୟୀ ସୁଧୀର କୁମାର ବରାଡ଼ , ମହେନ୍ଦ୍ର କୁମାର ବେହେରା ଓ ହୃଷିକେଶ ଗୌଡ଼ ରକ୍ତଦାନ କରିଥିଲେ l ବ୍ରହ୍ମପୁର ରକ୍ତଭଣ୍ଡାର ର ଡାକ୍ତର ମନୋଜ ଟୁଡୁ,ଆଲୋକ ମହାନ୍ତି, ଶ୍ରୀକାନ୍ତ ବସନ୍ତିଆ, ଗୋପାଳ କୃଷ୍ଣ ସାହୁ, ବସନ୍ତ କୁମାର ବେହେରା ରକ୍ତ ସଂଗ୍ରହ କରିଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ