ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଜଣେ ମହିଳା ଯୋଡା ମୁଣ୍ଡ ଶିଶୁ ଜନ୍ମ ଦେଇଛନ୍ତି।

ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଜଣେ ମହିଳା ଯୋଡା ମୁଣ୍ଡ ଶିଶୁ ଜନ୍ମ ଦେଇଛନ୍ତି।

ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଜଣେ ମହିଳା ଯୋଡା ମୁଣ୍ଡ ଶିଶୁ ଜନ୍ମ ଦେଇଛନ୍ତି।

ବିଗତ ଦିନରେ କନ୍ଧମାଳ ଜିଲ୍ଲା ର ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ ର ଚର୍ଚ୍ଚା ଲିଭି ନଥିବାବେଳେ ପୁଣି ସେହି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ରୁନି ମାଝୀ ନାମ୍ନୀ ଜଣେ ମହିଳା ଗୋଟିଏ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ ଦେଇଛନ୍ତି। ଯାହାକି ଅତ୍ୟନ୍ତ ବିରଳ ଓ ଆଲୋଚନା ର ବିଷୟ।କାରଣ ଉକ୍ତ ଶିଶୁ ର ଦୁଇଟି ମୁଣ୍ଡ , ଦୁଇଟି ହାତ, ଦୁଇଟି ଗୋଡ଼ ଓ ଦୁଇଟି ମେରୁଦଣ୍ଡ ରହିଛି। କିନ୍ତୁ ମଳଦ୍ୱାର ନାହିଁ। ଶିଶୁ ର ଅବସ୍ଥା ଗୁରୁତର ହେବାରୁ ତାକୁ ଏସ ଏନ୍ ସି ୟୁ ରେ ରଖି ଚିକିତ୍ସା ଚାଲିଛି। ଆବଶ୍ୟକ ସ୍ଥଳେ ତାକୁ ଏମ୍ସ ଭୁବନେଶ୍ୱର ସ୍ଥାନାନ୍ତର କରିବା ସମ୍ଭବ ବୋଲି ଡ଼ାକ୍ତରଙ୍କ ଠାରୁ ପ୍ରକାଶ।