ବେଆଇନ ମଦ କାରବାରରେ ତିନି ଜଣ ଙ୍କୁ ଗିରଫ କଲା ପାରଳା ପୋଲିସ ।

ବେଆଇନ ମଦ କାରବାରରେ ତିନି ଜଣ ଙ୍କୁ ଗିରଫ କଲା ପାରଳା ପୋଲିସ ।

ବେଆଇନ ମଦ କାରବାରରେ ତିନି ଜଣ ଙ୍କୁ ଗିରଫ କଲା ପାରଳା ପୋଲିସ ।

ଗଜପତି,(ମନୋଜ ପାଢ଼ୀ):ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ଅପରାହ୍ନରେ ଗଜପତି ପୋଲିସ ପକ୍ଷରୁ ଦୈନିକ ମାର୍କେଟ କ୍ୟାବିନ୍, PHD. ରୋଡ୍ ଏବଂ କେଉଟ ସାହିର ଏକ ବାସଭବନରେ ଏକ ସମୟରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୧୨ଟି ଜରି ବସ୍ତାଋ ୧,୨୫୦ଟି ପାଉଚ୍‌ରେ ଥିବା ମୋଟ ୨୫୦ ଲିଟର ବେଆଇନ ମଦ ସହିତ ନଗଦ ଗିରଫ କଲା ପରା୧,୦୨୦ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି, ସେମାନେ ହେଲେ ଖଞ୍ଜା ମାଦିଗା ସାହିର ପୋଲାକି କ୍ରିଷ୍ଣା (୬୧), ଏରଡେଲା ସାହିର ପିଡୁଗୁ ଦିଲେଶ୍ୱର ରାଓ (୪୦) ଏବଂ କେଉଟ ସାହିର ଜେନା ଶଙ୍କର (୩) । ଏହି ସନ୍ଦର୍ଭରେ ପାରଳାଖେମୁଣ୍ଡି ଥାନାରେ କେସ୍ ନମ୍ବର ୨୩୦, ୨୩୧ ଏବଂ ୨୩୨/୨୦୨ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।