ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିଲେ ଦେଖିଲେ ନୋଡାଲ ଅଧିକାରୀ ।

ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିଲେ ଦେଖିଲେ ନୋଡାଲ ଅଧିକାରୀ ।

ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିଲେ ଦେଖିଲେ ନୋଡାଲ ଅଧିକାରୀ ।

ଗଜପତି ୨୭ /୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ନୂଆଗଡ ବ୍ଲକରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ଅଞ୍ଚଳ ରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ନିରକ୍ଷଣ କରିଛନ୍ତି ନୋଡାଲ ଅଧିକାରୀ ସମେତ ବ୍ଲକ୍ ପ୍ରଶାସନ ର ବିଭିନ୍ନ ଅଧିକାରୀ। ବାତ୍ୟା ଆଶ୍ରୟ ସ୍ଥଳୀ ରେ ରନ୍ଧା ଖାଦ୍ୟ ସହ ପାନୀୟ ଜଳ ସମେତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ତଦାରଖ ସହିତ ବାତ୍ୟା ସମୟରେ ବାହାରକୁ ନ ଯିବା ଲାଗି ଲୋକଙ୍କୁ ସଚେତନ କରାଯାଇଛି। ବ୍ଲକର ତାବରଡ଼ା ସମେତ ଲୁହଙ୍ଗର, ନୂଆଗଡ, ଉଦୟପୁର, କିରାମା, ସମ୍ବଲ ପୁର ଓ ବିଭିନ୍ନ ପଞ୍ଚାୟତ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଯେପରି କି ବାତ୍ୟା ସମୟରେ କେହି ବାହାରକୁ ନ ବାହାରିବା ସକାଶେ ଅଞ୍ଚଳ ବାସୀ ଙ୍କୁ କୁହାଯାଇଛି।