ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଟ୍ଟାଧାର ଗାଁରେ ଏକ ଅଭାବନିୟ ଘଟଣା ଘଟିଯାଇଛି ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଟ୍ଟାଧାର ଗାଁରେ ଏକ ଅଭାବନିୟ ଘଟଣା ଘଟିଯାଇଛି ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଟ୍ଟାଧାର ଗାଁରେ ଏକ ଅଭାବନିୟ ଘଟଣା ଘଟିଯାଇଛି ।

ଗ୍ରାମର ଅ।ଶିଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଘର ଅ।ଗରେ ପ୍ରେମିକା ଧାରଣା ଦେଇଥିବାର ଦେଖିବାକୁ ମିଳିଛି । ପ୍ରେମିକା ଜଣକ ଜଣକ ଛତିଶିଗଡ ରାଜ୍ୟର ବୋଲି ଜଣାପଡିଥିବା ବେଳେ ହାଇଦ୍ରାବଦର ଏକ କମ୍ପାନିରେ ଉଭୟେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ସୃଷ୍ଟି ହୋଇଥିବାର ଅଭିଯୋଗ ହୋଇଛି । ମା ର ଦେହ ଖରାପ କହି ଅ।ଶିଶ ଗାଁକୁ ଅ।ସି ବିବାହ କରିଥିବା ଖବର ପାଇ ଛତିଶିଗଡରୁ ଯୁବତୀ ଜଣକ ଅ।ସି ପ୍ରେମିକର ଘର ସମ୍ମୁଖରେ ବସିଥିଲେ । ଅ।ଉ ନ୍ୟାୟ ଦାବି କରିଥିଲେ । ଧାରଣା ଦେଇଥିବା ପ୍ରେମିକା ଜଣକ ରାମକାଳି ସାହୁ ବୋଲି ଜଣାପଡିଛି । ଜଗନ୍ନାଥପ୍ରସାଦ ପୋଲିସ ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଁଚି ଯୁବତୀ ଜଣକୁ ଥାନାକୁ ନେଇ ତଦନ୍ତ କରୁଥିବା ଜଣାପଡିଛି । ଗଣେଶ ପାଣିଗ୍ରାହୀ ରିପୋର୍ଟ