ଗଞ୍ଜାମ ଜିଲ୍ଲା ଓଡ୍ର ଖଣ୍ଡାୟତ କାଳଞୀ ସମାଜ ଅଞ୍ଚଳ ପରିଷଦ ଗଠନ କାର୍ଯ୍ୟକ୍ରମ I
ବୁଗୁଡ଼ା ୨୪/୦୬/୨୬ ଓଡ୍ର ଖଣ୍ଡାୟତ କାଳଁଞୀ ସମାଜ ବେତାରସିଂଙ୍ଗ ଅଞ୍ଚଳ ପରିଷଦ କେନ୍ଦ୍ର ପରିଷଦ ସଭ।ପତି,ସଂପ।ଦକ ଉପ ସଭପତି,ଉପଦେଷ୍ଟା ,ବଂଥପଲୀ ସାମନ୍ତ,ଆସିକ। ସଭ।ପତି,ସଂପାଦକ, ଆଠଗଡ ସଭାପତି, ସଂପାଦକ, ଉପଦେଷ୍ଟା, ସିଦ୍ଧେଶ୍ୱର ସଭାପତି, ଅଞ୍ଚଳ ସାମନ୍ତ, ଗ୍ରାମ, ମଣ୍ଡଳ ,ଅଞ୍ଚଳ କର୍ମକର୍ତ୍ତା ,୧୯ ଖଣ୍ଡ ଗ୍ରାମ ସମା ଜ ଭାଇଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ନୁତନ ଅଞ୍ଚଳ ସଭାପତି ଭାବେ ଗଙ୍ଗାଧର ବିଷୋୟୀ, ଉପସଭାପତି ଭାବେ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ,ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ, ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ନିର୍ବାଚିତ ହୋଇ ସମସ୍ତଙ୍କ ଉପସ୍ଥିତି ରେ କୁଳଦେବତାଙ୍କ ସମୂଖରେ ଶପଥପାଠ କର।ଯାଇଛି l ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ ,ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁ ଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନ, ଗ୍ରାମ, ମଣ୍ଡଳ ,ଅଞ୍ଚଳର ସମାଜ ଭାଇ ଉପସ୍ଥିତ ଥିଲେ l ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ ବୃଦ୍ଧାଙ୍କ କଲ୍ୟାଣ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ l ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରାଯାଇଛି l ଶେଷରେ ଗଙ୍ଗାଧର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ
