ଗଞ୍ଜାମ ଜିଲ୍ଲାରେ ୪ଟି ବାଲି ବୋଝେଇ ଗାଡ଼ି ଜବତ

ଗଞ୍ଜାମ ଜିଲ୍ଲାରେ ୪ଟି ବାଲି ବୋଝେଇ ଗାଡ଼ି ଜବତ

ଗଞ୍ଜାମ ଜିଲ୍ଲାରେ ୪ଟି ବାଲି ବୋଝେଇ ଗାଡ଼ି ଜବତ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ରାସ୍ତା କଡ଼ରେ ଥିବା ୪ଟି ବାଲି ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଉକ୍ତ ଗାଡ଼ିଗୁଡ଼ିକ ରାସ୍ତାରେ ଟ୍ରାଫିକ ଜାମ୍ ସୃଷ୍ଟି କରୁଥିବା ନେଇ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସେଗୁଡ଼ିକୁ ଜବତ କରିଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।ଗଣେଶ ପାଣିଗ୍ରାହୀ, ରିପୋର୍ଟଗଞ୍ଜାମ ଜିଲ୍ଲା