ଆଜିଠୁ ଓଡ଼ିଶାରେ ୩ ଦିନ ପର୍ଯ୍ୟନ୍ତ ବର୍ଷା

ଆଜିଠୁ ଓଡ଼ିଶାରେ ୩ ଦିନ ପର୍ଯ୍ୟନ୍ତ ବର୍ଷା
Spread the love

ଭୁବନେଶ୍ବର: ଆଜିଠୁ ଓଡ଼ିଶାରେ ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ୪ ଜିଲ୍ଲା- ମାଲକାନଗିରି, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଭିଷଣ ବର୍ଷା ପାଇଁ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରିଛି ଭୁବନେଶ୍ବର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପ୍ଟେମ୍ବର ୨୬ ଓ ୨୭ ରେ ଅଧିକ ରହିପାରେ ବର୍ଷାର ପ୍ରଭାବ।