HomeLatest Newsଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ July 23, 2025byadmin କାମାକ୍ଷାନଗର,୨୩।୭(ସୁଧୀର କୁମାର ପରିଡ଼ା):ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ କରିଛନ୍ତି ୨ଦୁର୍ବୃତ୍ତ। ଭତ୍ତା ଦେଇ ପଲିସାନ୍ତରାପୁର ଗାଁରୁ ଫେରିବା ବାଟରେ ଆକ୍ରମଣ କରି ୨ ଲୁଟେରା ବାଇକରେ ଆସି ଭୁଜାଲିରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଲୁଟ କରିଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହା ଉପରେ ତଦନ୍ତ କରୁଛି ।
ଦୁଷ୍କର୍ମ ମାମଲା ଅଭିଯୋଗରେ ଫେରାର୍ ଥିବା ସମିତିସଭ୍ୟଙ୍କ ଆତ୍ମସମର୍ପଣ । ଦୁଷ୍କର୍ମ ମାମଲା ଅଭିଯୋଗରେ ଫେରାର୍ ଥିବା ସମିତିସଭ୍ୟଙ୍କ ଆତ୍ମସମର୍ପଣ । ଗଜପତି, ୨୮.୧(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର.…
ରମ୍ଭା ଥାନା ଅଞ୍ଚଳରେ ପୁଣି ଏକ ହତ୍ୟା ରମ୍ଭା ଥାନା ଅଞ୍ଚଳରେ ପୁଣି ଏକ ହତ୍ୟାଗଞ୍ଜାମ ଜିଲ୍ଲା ରମ୍ଭା ଥାନା ରେଡ୍ଡୀ ବାହାଡ଼ା ପଲ୍ଲୀରେ ହତ୍ୟା ହୋଇଥିବା ମନୁ ପ୍ରଧାନଙ୍କ ୧୧ ଦିନରେ ଅଭିଯୁକ୍ତ ଜୟ…
ଭେଡ଼େନରେ ବଡ଼ ସଫଳତା: କୁଖ୍ୟାତ ଡକାୟତ ଦୁଷ୍ମନ୍ତ ମେହେର ସହ ୫ ଜଣିଆ ଡକାୟତ ଦଳ ଗିରଫ ଭେଡ଼େନ: ବରଗଡ଼ ଜିଲ୍ଲାରେ ଡକାୟତି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଦୁଷ୍ମନ୍ତ ମେହେର ସମେତ ୫ ଜଣିଆ ଡକାୟତ ଦଳକୁ ଗିରଫ କରିବାର ବଡ଼ ସଫଳତା ମିଳିଛି…