ସେମିଳିଗୁଡା ସତ୍ଯ ନଗରରେ ଗାୟତ୍ରୀରଥକୁ ସ୍ବାଗତ।
ସେମିଳିଗୁଡା ସତ୍ଯ ନଗରରେ ଗାୟତ୍ରୀରଥକୁ ସ୍ବାଗତ। ସେମିଳିଗୁଡା.ତାରିଖ୨୩:୩:୨୦୨୫:ସେମିଳିଗୁଡାଠାରେ ହରିଦ୍ଵାରରୁ ଅଣାଯାଇଥିବା ଅଖଣ୍ଡ ଜ୍ବୋତି ଓ ପବିତ୍ର କଳସକୁ ଗାୟତ୍ରୀ ପରିବାର ତରଫରୁ ସହର ପରିକ୍ରମା କରାଯାଇଥିଲା। ସତ୍ଯ ନଗରଠାରେ ସତ୍ଯ ନଗର ମହିଳା ଶାଖାର ସଂଯୋଜିକା ସ୍ନିଗ୍ଧାରାଣୀମିଶ୍ରଙ୍କ ନେତୃତ୍ବରେ ସମସ୍ତ ମହିଳା…