Category: Odisha News

ପାଣ୍ଡରାରେ ୨.୬୦୦ ଏକର ସରକାରୀ ଜମି କବ୍‌ଜା କରିଛନ୍ତି ପ୍ରଭାବଶାଳୀ

ଭୁବନେଶ୍ୱର, ୨୨ା୭(ବନ୍ଦନା ସେଠୀ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ମୌଜାରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ୨ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମାଡ଼ିବସି ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିଥିଲେ।…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କଟକ ଜିଲ୍ଲା ଦମ୍ପତି

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କଟକ ଜିଲ୍ଲା ଦମ୍ପତି ଗଜପତି, ତା.(ମନୋଜ ପାଢୀ/ ୨୧.୦୭.୨୦୨୫ଆଜି ଗଜପତି ଜିଲ୍ଲାରୁ ୭୨ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ ପୋଷ୍ୟ ସନ୍ତାନ ଭାବେ କଟକ ଜିଲ୍ଲାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି।…

ଓଡ଼ିଶା ପାଇଁ ₹8,300 କୋଟିର ଗ୍ରିନଫିଲ୍ଡ ରିଙ୍ଗ୍ ରୋଡ୍ ଯୋଜନା – ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଯାତ୍ରା ହେବ ଅଧିକ ସୁବିଧାଜନକ

ଓଡିଶାକୁ ମିଳିବ ₹8,300 କୋଟିର ଗ୍ରିନଫିଲ୍ଡ ରିଙ୍ଗ୍ ରୋଡ୍ — ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ବାହାରେ ହେବ ନୂଆ ଯାତାୟାତ ରୂପରେ ବିକାଶ ଭୁବନେଶ୍ୱର, 22 ଜୁଲାଇ: ଓଡ଼ିଶା ରାଜ୍ୟର ପାଇଁ ଏକ ବୃହତ ଯାତାୟାତ ଉନ୍ନତି ପ୍ରକଳ୍ପ ଘୋଷିତ…

ତେନ୍ତୁଳି ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ।

ତେନ୍ତୁଳି ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ। ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତାଳମଣ୍ଡା ଗ୍ରାମର ମୁଖ୍ୟ ରାସ୍ତା ରେ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହେଇ ଯାଇଛି। ଯାହା ଫଳରେ ଉକ୍ତ ରାସ୍ତା ରେ…

ପଦ୍ମପୁର ଲାୟନ୍ସ ଭବନ ରେ ଲାୟନ୍ସ କ୍ଲବର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ପଦ୍ମପୁର ଲାୟନ୍ସ ଭବନ ରେ ଲାୟନ୍ସ କ୍ଲବର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବରଗଡ – ୨୧, ୭(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ପଦ୍ମପୁର ସହର ସ୍ଥିତ ଲାୟନ୍ସ ଭବନ ରେ ପ୍ରୀତମ ମେହେର ଙ୍କ ସଭାପତିତ୍ୱ ରେ…

ଜନ ଗଣନା ସଚେତନତା ସାମୁହିକ ବୈଠକ ଅନୁଷ୍ଠିତ ।

ଜନ ଗଣନା ସଚେତନତା ସାମୁହିକ ବୈଠକ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)..୨୧/୭/୨୫..(ମନୋଜ ପାଢୀ ) ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି, ଅଡବା ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ଜନ ଗଣନା ସଚେତନତା ସାମୁହିକ ବୈଠକ ଅନୁଷ୍ଠିତ ହୋଇଯାଇଛି l…

ମୋହନା ବ୍ଲକ ରେ ଲଗାଣ ପ୍ରବଳ ବର୍ଷା…. ପୋଲ ଉପରେ ୩ ଫୁଟ ପାଣି, ଯୋଗାଯୋଗ ବିଛିନ୍ନ ।

ମୋହନା ବ୍ଲକ ରେ ଲଗାଣ ପ୍ରବଳ ବର୍ଷା…. ପୋଲ ଉପରେ ୩ ଫୁଟ ପାଣି, ଯୋଗାଯୋଗ ବିଛିନ୍ନ । ଆର,ଉଦୟଗିରି :୨୧/୭(ମନୋଜ ପାଢୀ/) ଗଜପତି ଜିଲ୍ଲାର ବିଶେଷକରି ମୋହନା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି. ଅତ୍ୟଧିକ ବର୍ଷା ଯୋଗୁଁ…

ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ରକ୍ତ କର୍କଟ ରୋଗରେ ପୀଡତ ଛାତ୍ରଙ୍କୁ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କଲେ ସହପାଠୀମାନେ ।

ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ରକ୍ତ କର୍କଟ ରୋଗରେ ପୀଡତ ଛାତ୍ରଙ୍କୁ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କଲେ ସହପାଠୀମାନେ । ଗଜପତି :୨୧/୭(ମନୋଜ ପାଢୀ)ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି…

ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋ ରେ ଚଢ଼ାଉ ଓ ଜବତ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋ ରେ ଚଢ଼ାଉ ଓ ଜବତ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ରୁଷିକୁଲ୍ୟା ନଦୀ ତଟରେ ଅବସ୍ଥିତ ରଣଝାଲି ମୁକୁନ୍ଦପୁର ଗ୍ରାମ ଓ ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ଶାସନ ଗ୍ରାମରେ…