Category: Latest News

ଆଜି ବଙ୍ଗୋପସାଗରରେ ଲଘୁଚାପ; ୨ ଜିଲାକୁ ରେଡ୍ ଆଲର୍ଟ, ପ୍ରବଳରୁ ଅତି ପ୍ରବଳ ବର୍ଷା

ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ବୁଧବାର ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି…

ଗଜପତି ଜିଲ୍ଲା କୋର୍ଟ….. ଦୁଷ୍କର୍ମକାରୀ ବାପାକୁ ୨୦ ବର୍ଷ ଜେଲ ଦଣ୍ଡ ।

ଗଜପତି ଜିଲ୍ଲା କୋର୍ଟ….. ଦୁଷ୍କର୍ମକାରୀ ବାପାକୁ ୨୦ ବର୍ଷ ଜେଲ ଦଣ୍ଡ ।ଗଜପତି , ୨୩/୭: ଗଜପତି ଜିଲ୍ଲା କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭୂ ପ୍ରସାଦ ପଣ୍ଡା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଅଭିଯୁକ୍ତ ବାପାକୁ ୨୦…

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ବର୍ଷା ହେଲେ ବିଦ୍ୟାଳୟରୁ ଗଳୁଛି ପାଣି ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ବର୍ଷା ହେଲେ ବିଦ୍ୟାଳୟରୁ ଗଳୁଛି ପାଣି । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । ୧୮୯୯ରେ ପ୍ରତିଷ୍ଠିତ…

ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ ।

ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସୁଭଦ୍ରା ଶକ୍ତି କାଫେ ଉଦଘାଟିତ । ଗଜପତି (ମନୋଜ ପାଢୀ)ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ଗ୍ରାମର ମାଁ ମଙ୍ଗଳା ଶକ୍ତି…

ଶତ୍ରୁତା ପରେ ବି ବାଂଲାଦେଶକୁ ସାହାଯ୍ୟ କରିବାକୁ ବାହାରିଲା ଭାରତ

ଭାରତ ମଧ୍ୟ ବିପଦ ସମୟରେ ତାର ଶତ୍ରୁକୁ ସମର୍ଥନ କରିଛି। ଭାରତ ବାଂଲାଦେଶ ସହିତ ସମାନ କିଛି କରିବାକୁ ଯାଉଛି। ପ୍ରକୃତରେ, ଭାରତ ସରକାର ସୋମବାର (ଜୁଲାଇ ୨୧, ୨୦୨୫) ବାଂଲାଦେଶର ରାଜଧାନୀ ଢାକାରେ ଘଟିଥିବା ବିମାନ ଦୁର୍ଘଟଣାର ଆହତମାନଙ୍କୁ ଚିକିତ୍ସା…

ବଡ଼ ମାଛ ଛୋଟ ମାଛକୁ ଖାଏ… ଧନକରଙ୍କ ଇସ୍ତଫା ଭିତରେ ବଡ଼ ବୟାନ ଦେଲେ ମୋହନ ଭାଗବତ

ନୂଆଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଏବଂ ଅଖିଳ ଭାରତୀୟ ଅନୁବ୍ରତ ନ୍ୟାସ ଦ୍ୱାରା ‘ବିଶ୍ୱର ସମସ୍ୟା ଏବଂ ଭାରତୀୟତା’ ବିଷୟ ଉପରେ ଦଶମ ଅନୁବ୍ରତ ନ୍ୟାସ ନିଧି ବକ୍ତୃତା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ…

ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୩ା୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍‌ଭୋକେଟ ଜେନେରାଲ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଇସ୍‌ ଚାନ୍‌ସେଲର(VC) ନିଯୁକ୍ତି ପାଇଥିଲେ। ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ମାମଲା ଦାୟର…

ପରଲୋକରେ କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ, ୭୬ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ,୨୩।୭: କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ ଆଉ ନାହାନ୍ତି। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରିନ୍ସ ଅଫ ଡାର୍କନେସ’ ଓଜି ୨୦୧୯ରେ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିଲେ। ତଥାପି, ଗାୟକଙ୍କ ପରିବାର ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହାଁନ୍ତି।ବ୍ରିଟିଶ…

ଖସିଯିବେ ସମୀର ସାର୍‌! ICC ରିପୋର୍ଟରେ ସାଂଘାତିକ ଖୁଲାସା, ଫିଟିଗଲା ବାଟ…

ବାଲେଶ୍ବର :ଏଫଏମ କଲେଜର ଛାତ୍ରୀ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ କଲେଜର ଅଧ୍ୟାପକ ସମୀର ସାହୁ ଗିରଫ ହୋଇଥିବା ବେଳେ ପରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ କଲେଜରେ ଗଠିତ…