ବେଆଇନ ଭାବେ ବାଣ ବିକ୍ରୟ ବେଳେ ଚଢାଉ।ଗଜପତି (ମନୋଜ ପାଢୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବେଆଇନ ଭାବେ ବିକ୍ରୟ ହେଉଥିବା ଦୁଇଟି ବାଣ ଦୋକାନ ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଚଢାଉ କରାଯାଇଛି। ଗଜପତି ଜିଲ୍ଲା ଆ...
ପୂର୍ବତନ ଏସଡିସି ଉପଦେଷ୍ଟାଙ୍କ ଚାଞ୍ଚଲ୍ୟକର ଅଭିଯୋଗକ୍ରୀଡ଼ା ଓ ସଂଗୀତ ସାମଗ୍ରୀ କିଣାରେ ୪ କୋଟିର ଦୁର୍ନୀତି ରାୟଗଡ଼ା 🙁 ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ରାଜ୍ୟର...
ବୁଡି ଯାଉଥିବା ଯୁବକ କୁ ଉଦ୍ଧାର କରିଲେ ଦୁଇ ଗୃହରକ୍ଷୀ ( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ଗୋପାଳପୁର ସମୁଦ୍ର କୁଳରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ ଜଣେ ଯୁବକ। ଯୁବକ ଜଣକ ଖୋର୍ଦ୍ଧା ମୁକୁନ୍ଦ ସ...
ଗୁଡାରି ପୋଲିସ ଦ୍ୱାରା ୧୭୭ କିଲୋ ଗଞ୍ଜେଇ ଜବତରାୟଗଡ଼ା ୧୧/୧୦( ପ୍ରଫୁଲ୍ଲ କୁମାର ବେହେରା) ଗୁଡାରି ପୋଲିସ ଦ୍ୱାରା ସର୍ଗିଗୁଡା ଗ୍ରାମ ନିକଟରେ ୧୭୭ କିଲୋ ଗଞ୍ଜେଇ ଜବତ ହୋଇଛି l ଗୁଡାରି ପୋଲିସ ସର୍ଗିଗୁଡା ଗ୍ରାମ ନିକଟରେ ପି ଏସ୍ କେସ୍ ନମ୍ବ...
ଅତିରିକ୍ତ ଏସ୍.ପି. ଅଂଶୁମାନ ଦ୍ବିବେଦୀ ରାୟଗଡା ଜ଼ିଲ୍ଲା ର ନୂତନ ଅତିରିକ୍ତ ଏସ ପି ହେବେ ରାୟଗଡା ( ଅମୁଲ୍ୟ ନିଶଙ୍କ ); ଭଦ୍ରକ ଜିଲ୍ଲାର ଦକ୍ଷ ତଥା ଲୋକପ୍ରିୟ ପୁଲିସ୍ ଅଧିକାରୀ ଭାବେ ପରିଚିତ ଅତିରିକ୍ତ ଏସ୍.ପି. (ଡି.ଆଇ.ବି ) ଅଂଶୁମାନ ଦି...
ଗତ କୁମାର ପୁର୍ଣିମା ଅପରାହ୍ନ ରେ ଧରାକୋଟ ଥାନ ଅନ୍ତର୍ଗତ ରେଡ଼ି ଦାମୋଦର ପଲ୍ଲୀ ଗ୍ରାମରେ ପୁର୍ବ ଶତୃତା ଓ ଟଙ୍କା କାରବାର କୁ ନେଇ କାଳିଆ ରେଡି ନାମକ ଜଣେ ଯୁବକ କୁ ହତ୍ୟା କରି ଅଭିଯୁକ୍ତ ମାନେ ଚମ୍ପଟ୍ ମାରିଥିଲେ। ଘଟଣା କୁ ନେଇ କାଳିଆ ର ଭ...
ପୌର ପରିଷଦ ଉପାଧ୍ୟକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ସ୍ତଗୀତ ରହିଲା ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ବିଜେଡ଼ି କାଉନସିଲର ମାନଙ୍କ ଦ୍ଵାରା ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ଥିଲା। ଉପାଧ୍ୟକ୍ଷା ଶୁଭ୍ରା ପ...
ସୁନାବେଡ଼ାରେ ଯୁବତୀ ଆତ୍ମହତ୍ୟା କରିବା ପରେ କୋଲାବ ନଦୀରେ ଡେଇଥିବା ଯୁବକର ମୃତଦେହ ଉଦ୍ଧାର କୋରାପୁଟ ଜିଲ୍ଲାର ସୁନାବେଡ଼ା ଥାନା ଅଞ୍ଚଳରେ ଗତକାଲି ଯୁବତୀ ଜଣକ ବେକରେ ଦଉଡି ଦେଇ ଆତ୍ମହତ୍ୟା ପରେ ପ୍ରେମିକ ନିର୍ଯାତନା ଯୋଗୁଁ ଝିଅ ଆତ୍ମହତ୍ୟ...
ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେବା ସମୟରେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ୍ କର୍ମଚାରୀ ମାନେ ମାଡ଼ି ବସିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍...










