Home / Latest News

Latest News

ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ଦୃଶ୍ୟ

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାରଉପମୁଖ୍ୟମନ୍ତ୍ରୀ ହୋଇ ଶପଥ ନେଲେ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀପଟନା, ବିହାର:ବିହାରରେ ଆଜି ଏକ ପ୍ରମୁଖ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଲା। ଜେଡିୟୁ ନେତା ନୀତୀଶ କ...

(Gajapati police constable death).

ହୃଦଘାତରେ କନେଷ୍ଟବଳଙ୍କ ମୃତ୍ୟୁ ଗଜପତି 20/11/ମନୋଜ ପାଢ଼ୀ/ଗଜପତି ଜିଲ୍ଲାର କାଶୀନଗର ପୁଲିସ ଥାନାରେ କାର୍ଯ୍ୟରତ କନେଷ୍ଟବଳ ରବୀନ୍ଦ୍ର ପ୍ରଧାନଙ୍କ ଗତକାଲି ହୃଦଘାତରେ ଅକାଳ ମୃତ୍ୟୁ ଘଟିଛି। ତାଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲାରେ ଥିବାବେଳେ ...

ବ୍ରହ୍ମପୁର ରେଳବାଇ ପୋଲିସ୍ ମହିଳାଙ୍କ ଶବ ଉଦ୍ଧାର

ରେଳ ଧାରଣାରୁ ମହିଳାଙ୍କ ଶବ ଉଦ୍ଧାର ( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ବ୍ରହ୍ମପୁର ରେଳବାଇ ଥାନା ଅର୍ନ୍ତଗତ ମଣ୍ଡଳ କାରାଗାର ନିକଟ ରେଳ ଧାରଣାରେ ଜନୈକା ମହିଳାଙ୍କ ଶବକୁ ରେଳବାଇ ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତ...

"ଗଜପତି ଜିଲ୍ଲା ଦୁରିଙ୍ଗିଗୁଡା ଜଙ୍ଗଲରେ ଅବୈଧ ଗଞ୍ଜେଇ ଚାଷ ପୋଡ଼ା ଯାଉଛି"

ଗଜପତିରେ 3 କୋଟିରୁ ଉର୍ଦ୍ଧ ମୂଲ୍ୟର 30 ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ପୋଡ଼ଗଲାଗଜପତି -/ମନୋଜ ପାଢ଼ୀ /ଗଜପତି ଜିଲ୍ଲାରେ ବେଆଇନ ଭାବେ ଚୋରାରେ ଚାଷ କରାଯାଇଥିବା 3 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛକୁ କଟାଯାଇ ନିଆଁ ଲଗାଇ ପୋଡି ଦିଆ ଯାଇଥ...

ପିଲାଙ୍କୁ ଚିପ୍ସ ପ୍ୟାକେଟ ଦେବାରେ ସାବଧାନୀ; ଟିକିଏ ଅସାବଧାନତା ପରିଣତି ହେଲା ଦୁର୍ଭାଗ୍ୟରେ। ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁ ଜୀବନ ହାରିଲା।

ପିଲାଙ୍କୁ ଚିପ୍ସ ପ୍ୟାକେଟ ଦେବାରେ ସାବଧାନୀ; ଟିକିଏ ଅସାବଧାନତା ପରିଣତି ହେଲା ଦୁର୍ଭାଗ୍ୟରେ। ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁ ଜୀବନ ହାରିଲା।...

"Jharsuguda police arrest 12 cyber fraud accused; 61 passbooks, 41 ATM cards, 90 mobile phones seized."

ଝାରସୁଗୁଡ଼ା (Info Med): ସାଇବର ଠକେଇ ମାମଲାରେ ଝାରସୁଗୁଡ଼ା ଏବେ ଦ୍ରୁତ ଗତିରେ ‘ମିନି ଜାମତରା’ ରୂପ ଧାରଣ କରୁଛି। ଦେଶବ୍ୟାପୀ ସାଇବର ଠକେଇ ଯେଉଁଠାରୁ ଜାମତରା, ବିହାର, ରାଜସ୍ଥାନକୁ ଆଧାର କରି ଚାଲୁଥାଏ, ସେହି ଚେର ଏବେ ଝାରସୁଗୁଡ଼ା ପର୍ଯ୍ୟ...

1...1415161718...47