Category: Latest News

କୋରାପୁଟରେ ନାବାଳିକାଙ୍କୁ କାର୍‌ରେ ରଖି ଦୁଷ୍କର୍ମ: ଯୁବକ ଗିରଫ

କୋରାପୁଟ – ପୋଡାଗଡ଼ ପରେ, କୋରାପୁଟ ସହରରେ ନାବାଳିକାକୁ କାର୍‌ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।ପୋଲିସ ସୂତ୍ର ଅନୁସାରେ, ପୂଜାରୀପୁଟ ବେବର୍ତ୍ତା କଲୋନିର ଜଣେ ଯୁବକ, କୋରାପୁଟ ସହରର ଜଣେ ନାବାଳିକାକୁ କାର୍‌ରେ ବସାଇ…

ମହାନଦୀ କୋଲଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l

ମହାନଦୀ କୋଲଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l ରାୟଗଡ଼ (ଅମୁଲ୍ୟ ନିଶଙ୍କ ) ମହାନଦୀ କୋଳ ଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ…

ମଧୁମିତା ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ ।

ମଧୁମିତା ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ ।ଗଜପତି,(ମନୋଜ ପାଢୀ) ତା, ୨୭.୦୭.୨୦୨୫ ଆଜି ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁମିତା ,ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର…

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ‘ଉତ୍କଳରତ୍ନ’ ସମ୍ମାନ

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ‘ଉତ୍କଳରତ୍ନ’ ସମ୍ମାନ କଟକ: କଟକରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ‘ଉତ୍କଳରତ୍ନ’ ସମ୍ମାନରେ ସମ୍ମାନିତ କରାଗଲା। ଏହି ସମାରୋହର ଆୟୋଜନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କରାଯାଇଥିଲା।ବିଶ୍ବଭୂଷଣ ହରିଚନ୍ଦନ, ଯିଏ…

ଛତିଶଗଡର ସୁକମାରେ ୪ ନକ୍ସଲ ଗିରଫ, ପୁଲିସଙ୍କୁ ଟାର୍ଗେଟ କରି ବୋମା ଖଞ୍ଜୁଥିଲେ

ଛତିଶଗଡର ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଞ୍ଚଳରୁ ପୁଲିସ ୪ ଜଣ ସକ୍ରିୟ ନକ୍ସଲକୁ ଗିରଫ କରିଛି। ଟିଫିନ ବୋମା ସହିତ ଏମାନେ ପୁଲିସ କ୍ୟାମ୍ପକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲେ।

ଯାନ୍ତ୍ରିକ ତ୍ରୁଟି ହେତୁ ପୁଣି ଜରୁରୀ ଅବତରଣ; ଏୟାର ଇଣ୍ଡିଆ ବିମାନକୁ ଲାଗିଛି କି ଶନିଦଶା ?

ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ କଲା ଜରୁରୀ ଅବତରଣ। ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ବିମାନକୁ ଲାଗିଛି କି ଶନିଦଶା ? ବୋଲି ଉଠିଛି ପ୍ରଶ୍ନ। ଜୟପୁର: ଜୟପୁରରୁ ମୁମ୍ବାଇ ଯାଉଥିବା ଏୟାର…

କାଲିମେଳା: ଲଘୁଚାପ ଜନିତ ବର୍ଷାରେ ବୁଡ଼ିଲା କାନ୍ୟଶ୍ରାମ ପୋଲ, ଯୋଗାଯୋଗ ବ୍ୟବସ୍ଥା ଠପ୍

କାଲିମେଳା:୨୫ ଜୁଲାଇ ୨୦୨୫ – ଲଘୁଚାପ ଜନିତ ଲଗାତାର ବର୍ଷା ଫଳରେ କାନ୍ୟଶ୍ରାମ ନଦୀ ବ୍ୟାପକ ରୂପେ ବେପରୁଆ ହୋଇଯାଇଛି। ବନ୍ୟା ପାଣି ୨ ଫୁଟ ପର୍ଯ୍ୟନ୍ତ ବଢି ଯାଇଥିବାରୁ କାନ୍ୟଶ୍ରାମ ପୋଲ ଉପରେ ଜଳ ପ୍ରବାହିତ ହେଉଛି। ଏହି ପରିସ୍ଥିତିରେ…

ଜୟପୁର: ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜୟପୁର ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନାୟକଙ୍କ ଘରେ ଭିଜଲାନ୍ସ ଚଢ଼ାଉଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ।ରାମ ଚନ୍ଦ୍ର ନାୟକଙ୍କ ଘର ସମେତ ୫ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି.