ଦଶହରା ଦିନ ଜେକେପୁରରେ ‘ରାବଣପୋଡ଼ି’ ପାଇଁ ବ୍ୟାପକ ଆୟୋଜନଦଶହରା ଦିନ ଜେକେପୁରରେ ‘ରାବଣପୋଡ଼ି’ ପାଇଁ ବ୍ୟାପକ ଆୟୋଜନ

ଦଶହରା ଦିନ ଜେକେପୁରରେ ‘ରାବଣପୋଡ଼ି’ ପାଇଁ ବ୍ୟାପକ ଆୟୋଜନ ରାୟଗଡ଼ା (ଅମୁଲ୍ୟ ନିଶଙ୍କ ): ଦୁର୍ଗାପୂଜା ପାଇଁ ରାୟଗଡ଼ା ବ୍ଲକର ଜେକେପୁର ଉତ୍ସବମୁଖର ହୋଇଛି I ପୂଜା ମଣ୍ଡପରେ ରବିବାର ଷଷ୍ଠୀ ପୂଜା ଆରମ୍ଭ ହୋଇଥିଲା ୫ ଦିନ ଧରି ପାରମ୍ପରିକ ପୂଜାବିଧୂ ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପ ଆକର୍ଷଣୀୟ ତୋରଣ ସ ହ ସୁଶୋଜିତ ରଙ୍ଗ ବେର ଙ୍ଗ ର ଆ ଲୋକ ମାଳାରେ ଝଲସୁଛି । ୨ ତାରିଖରେ ବିଜୟା ଦଶମୀରେ ଜେକେ କାଗଜକଳ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗ।ପୂଜା ମହାଆଡମ୍ବରରେ ପାଳନ କରାଯିବା ଏଥିପାଇଁ ମିନାବଜ଼ାର, ଚଟାପଟ ସୁସ୍ୱାଦୀୟ ଖାଦ୍ୟ, ବିଭିନ୍ନ ପ୍ରକାର ବଜ଼ାର ସାମଗ୍ରୀ ବିକ୍ରି ନିମନ୍ତେ ଦୋକାନ ଖୋଲାଯାଇଛି lଦଶହରାରେ ଜେକେପୁର ସ୍ଥିତ ଟ୍ରକ ପାକିଂ ପଡିଆରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବା ଜେକେ ପେପ ପର ମିଲ ଦୁର୍ଗାପୂଜା କମିଟି ପକ୍ଷରୁ ୨ରୁ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବିଭିନ୍ନ ଆର୍କଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପୂର୍ଣ୍ଣ କରାଯାଉଛି। ବିଜୟା ଦଶମୀ ଦିନ ଭିଡକୁ ଦୃଷ୍ଟିରେ ରଖ୍ ଚାନ୍ଦିଲି ଥାନା ପୁଲିସ ପକ୍ଷରୁ ରାୟଗଡ଼ରୁ ଜେକେପୁଟ ଆସୁଥ‌ିବା ଭାରି ଯାନ ଗୁଡି କୁ ମାଲି ଗାଁ ରାସ୍ତା ଦେଇ ଅମଲାଭଟା ଛକ,ଭାକୁରଗୁଡା ରାସ୍ତା ଦେଇ ବଡ ଚାନ୍ଦିଲି ରାସ୍ତା ପଟକୁ ଯିବା ପାଇଁ ବସ୍ଥା କରାଯାଇଛି। ରାୟଗଡାରୁ ଜେକେପୁର ଦୁର୍ଗାପୂଜା ଦେଖ‌ିବାକୁ ଯାଉଥ‌ିବା ଶ୍ରଦ୍ଧାଳୁଙ୍କ ପାଇଁ ୨ ତ । ରି ଖ 6 ର କୁମତୁ ଲପେଟାସ୍ଥିତ ଶ୍ରୀ ଉଗ୍ରତାରା ହାଇସ୍କୁଲ ପଡିଆ ଓ ଅମଲାଭଟା ଛକରୁ ଜେକେପୁରକୁ ଆସୁଥିବା ଦର୍ଶକଙ୍କ ପାଇଁ ଇଏସଆଇ ହସ୍ପିଟ।ଲ ପଡିଆ, କଲ୍ୟାଣସିଂହପୁର ରୁ ଆସୁଥିବା ଲୋକଙ୍କ ପାଇଁ ସ୍ଥାନୀୟ ପବ୍ଲିକ ସ୍କୁଲ ନିକଟ ପଡିଆରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଥିବା ଚାନ୍ଦିଲି ଥାନା ଅଧୂକାରୀ ଉତ୍ତମ କୁମାର ସାହୁ ପ୍ରକାଶ କରିଛନ୍ତି। ରାୟଗଡା ପୋଲିସ ଏସ ପି ଙ୍କ ନେତୃତ୍ୱ ରେ ଆଜି ରାବଣ ପୋଡି ପଡିଆ କୁ ଯାଞ୍ଚ କରାଯାଇଥିଲା ରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

By admin

Leave a Reply

Your email address will not be published. Required fields are marked *