ଜୟପୁର: ୧୩ ଦଶମ ଶ୍ରେଣୀର ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଜୟପୁର, କୋରାପୁଟ, NPS ନୋଡାଲ ସ୍କୁଲ, ଛାତ୍ରୀ ଅସୁସ୍ଥ, Odisha News

କୋରାପୁଟ ଜିଲ୍ଲାର କୁନ୍ଦୁରା ଭେଜାହାଣ୍ଡି NPS ନୋଡାଲ ସ୍କୁଲର ୧୩ ଛାତ୍ରୀ ଅଚାନକ ଅସୁସ୍ଥ ହୋଇପଡିଥିଲେ।ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନଥିଲାବେଳେ, ସମସ୍ତଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ସ୍ଥିତି ସାଧାରଣ ଥିବା କୁହାଯାଇଛି।