ଚନ୍ଦ୍ରପୁର ର ମଙ୍ଗଳ ବିଭାଗ ଶିକ୍ଷକ ପ୍ରଦୀପ ଓ ବ୍ଲକ ଅଧକ୍ଷ କୟନ ଡା. ଏ ପି ଯେ ଅବଦୁଲ କlଲମ ଜୟନ୍ତୀ ରେ ସମ୍ମାନିତ
ରାୟଗଡା : ଗତ 15.10.24 ରିଖରେ ହାପି ମୁମେଂଟସ ଇଣ୍ଡିଆ ପକ୍ଷରୁ ପୁରୀ ର ସଂସୃତି ଭଵନ ଠାରେ ଡ଼କ୍ଟର ଏ ପି ଯେ ଅବଦୁଲ କାଲାମ ଅବଦୁଲ କାଲମ ଙ୍କ ଜୟନ୍ତୀ ଅବସର ରେ ସମାଜର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ କରି ଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମlନିତ କରାଯାଇଥିଲା ll ଅନୁଷ୍ଠାନର ଅଧକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ପୂର୍ବତନ ବିଧାୟକ ଜୟନ୍ତ ସଡ଼ଙ୍ଗୀ, ସାନ୍ଧ୍ୟବତୀ ପ୍ରଧାନ, ଜ଼ିଲ୍ଲା ପରିଷଦ ଅଧକ୍ଷ ଶଙ୍କର ପରିଡା, ସନ୍ତୋଷ ବାବୁ, ଶଶୀଧର ସାର, ବିଭୁ ଭୂଷଣ ଓଁ ପଦ୍ମାଜା ଇତ୍ୟାଦି ମଂଚାସୀନ ଥିଲେ ll ଓଡିଶା ର ଚନ୍ଦ୍ରପୁର ବ୍ଲକ ରେ ସମାଜ ସେବା ପାଇଁ ମଙ୍ଗଳ ବିଭାଗ ରେ ଶିକ୍ଷକ ପ୍ରଦୀପ ଚୌଧୁରୀ ଓ ବ୍ଲକ ଅଧକ୍ଷ କୟନ କିମ୍ଵାକା ଙ୍କୁ ଚୟନ କରି ଏ ମଞ୍ଚ ରେ ସମ୍ମlନିତ କରାଯାଇଥିଲା, ସମାଜ ର ଉନ୍ନତି ତଥା ସଂଗଠନ ଗଠନ କରି ସମାଜ ର ବିକାଶ କରିବା ପାଇଁ ଶ୍ରୀ ପ୍ରମୋଦ ସାହୁକାର ଓ ଚନ୍ଦ୍ରପୁର ବ୍ଲକ ର ଅଧକ୍ଷ ଶ୍ରୀ କୟନ କିମ୍ଭାକା ଙ୍କୁ ଅନୁଶାସନ ମାଧ୍ୟମରେ ଗାଁ ଗାଁ କୁ ସେବା ଯୋଗାଇବା ଓ ଲୋକଙ୍କ ପାଇଁ ଚିନ୍ତା ଓ କାମ କରିବା ସକାଶେ ଯୋଜନା ଏବଂ ଶ୍ରୀ ପ୍ରଦୀପ ଚୌଧୁରୀ ବରିଷ୍ଠ ଶିକ୍ଷକ ଙ୍କୁ କୃଷି ର ଉନ୍ନତି ତଥା ଗଛ ହ୍ନି ଜୀବନ ସମାଜିକ ବାର୍ତା ମାଧ୍ୟମରେ ଅନୁଷ୍ଠାନ ମାନଙ୍କର ଉନ୍ନତି ତଥା ସଚେତନ ସକାଶେ ଏ ମଞ୍ଚ ରେ ଏ ତିନି ତlରକା ଙ୍କୁ ସଂମ୍ମାନିତ କରାଯାଇଅଛି ଏବଂ ଉପଡ଼ଙ୍କନ ପ୍ରଦାନ କରି ଆହୁରି ଏପରି କାର୍ଯ୍ୟ କରିବା ପାଇଁ ଶୁଭକାମନା ଦେଇଥିଲେ ll ଗୁରୁ ବବିତା ଦାଶ ଙ୍କ ପ୍ରଶିକ୍ଷଣରେ ସୁନ୍ଧର ନୃତ୍ୟ ପରିବେଷଣ କରାଯାଇ ଏ କାର୍ଯ୍ୟ କୁ ଆହୁରି ସୁନ୍ଧର କରଯାଇଥିଲା ll ଅନୁଷ୍ଠାନ ର ସମ୍ପାଦକ ଧନ୍ୟବାଦ ପ୍ରଦାନ କରିଥିଲେ ll