ଝୁଲୁଥିବା ଅବସ୍ଥାରେ ଯୁବକ ର ମୃତ ଦେହ ଉଦ୍ଧାର।ଝୁଲୁଥିବା ଅବସ୍ଥାରେ ଯୁବକ ର ମୃତ ଦେହ ଉଦ୍ଧାର।

ଝୁଲୁଥିବା ଅବସ୍ଥାରେ ଯୁବକ ର ମୃତ ଦେହ ଉଦ୍ଧାର।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଦିଗପହଣ୍ଡି ଥାନା ଅର୍ନ୍ତଗତ ପନାଡ ଗ୍ରାମ ନିକଟସ୍ଥ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ବଳିଆ ପାତ୍ର ନାମକ ଜଣେ ଯୁବକ ର ମୃତ ଦେହ କୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ଯୁବକ ର ଘର ନିକଟସ୍ଥ ନିମଖଣ୍ଡି ଗ୍ରାମ ବୋଲି ଜଣାପଡିଛି।ଶବ ଉଦ୍ଧାର କରି ପୋଲିସ ମାମଲା ନଂ ୩୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *