ଭୂତ–ପ୍ରେତ କାହାଣୀ ପ୍ରେମୀଙ୍କ ପାଇଁ ସୁସମ୍ବାଦ!
ଆପଣ ଯଦି ରୋମାଞ୍ଚକର ଭୂତ, ପ୍ରେତ ଉପରେ ନିର୍ମିତ ଫିଲ୍ମ ଓ ୱେବ୍ସିରିଜ୍ ଦେଖିବାକୁ ଭଲପାଆନ୍ତି, ତେବେ ପ୍ରସ୍ତୁତ ହେଇଯାଆନ୍ତୁ।ଏହି ଗଣେଶ ପୂଜାରେ, ଅଗଷ୍ଟ ୨୭ରୁ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ଷ୍ଟ୍ରିମ୍ ହେବାକୁ ଯାଉଛି ନୂଆ ରୋମାଞ୍ଚକର ୱେବ୍ସିରିଜ୍ —🎬 “ସୁଲୋଚନା”ଏଥିରେ ଥିବା ଭୟ, ରହସ୍ୟ ଓ ସସ୍ପେନ୍ସ୍ର ସମନ୍ୱୟ ଦର୍ଶକମାନଙ୍କୁ ନିଶ୍ଚୟ ନୂଆ ଅନୁଭୂତି ଦେବ।
