ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତ୍ରୀ ଅତିଶୀ ଆଜି ଆନୁଷ୍ଠାନିକ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।କାର୍ଯ୍ୟାଳୟର ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅତିଶୀ ତାଙ୍କ ପରିସ୍ଥିତି ସହ ରାମାୟଣର ଭାରତଙ୍କ କାହାଣୀ ମଧ୍ୟରେ ସମାନତା ଥିବା କହିଥିଲେ। ଭରତ, ଯିଏକି ସିଂହାସନରେ କଠଉ ରଖି ପ୍ରଭୁ ରାମଙ୍କ ଅନୁପସ୍ଥିତିରେ ଶାସନ କରିଥିଲେ।
Related Posts
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୃହ ନିର୍ମାଣ…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। ୭୦ ବର୍ଷ ବୟସରେ କଟକ ଏସ୍ ସି ବି ରେ ଚିକିତ୍ସାଧୀନ ଅବସ୍ଥାରେ…
ଏକକ ନିର୍ବାଚନ ପାଇଁ ଗଠନ ହେଲା ଯୁଗ୍ମ ସଂସଦୀୟ କମିଟି
ୱାନ୍ନେସନ୍ୱାନ୍ଇଲେକ୍ସନ୍ବିଲ୍ ନୂଆଦିଲ୍ଲୀ:ଏକକ ନିର୍ବାଚନ ପାଇଁ ଗଠନ ହେଲା ଯୁଗ୍ମ ସଂସଦୀୟ କମିଟି ବା ଜେପିସି । ଜେପିସିରେ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ସମ୍ବିତ…