କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ପାଳନ ସହ ବୃକ୍ଷ ରୋପଣ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ) ତା ୧୫, ୮ ,୨୦୨୫,କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଅଗଷ୍ଟ୍ ୧୫ ଆଡମ୍ବର ଶହ ପାଳନ କରିବା ସହ ବୃକ୍ଷ ରୋପଣ କରା ଯାଇ ଅଛି। ପିଲା ଟିଏ କୁ ଗଛ ଟି, ଓ ,ମା, ଟି କୁ ଗଛ ଟି ଏ ନେଇ କାଜ୍ୟ କର୍ମ କରିବା ସହ ଏକ ସ୍ବତନ୍ତ୍ର ଭାବେ କାର୍ଯ୍ୟ କର୍ମ କରା ଯାଇ ଅଛି ଏହୀ କାଯ୍ୟର୍ ମୂଖ୍ୟ, ପ୍ରଧାନ ଶିକ୍ଷକ ଶ୍ରୀ ଭିକାରୀ ନାୟକ ଆୟଜକ ର୍ ମୁଖ୍ୟ ଥିଲେ ,୭୯ ,ଅଗଷ୍ଟ୍ ୧୫ ବିଦ୍ଯା ଲୟ ସଭା ପତି ଶ୍ରୀ ବିଶ୍ୱ ନାଥ ଦଳାଇ ପତକା ଉକ୍ତ ଲନ କରି ଥିେଲ ବରିଷ୍ଠ ନାଗରିକ ପାଉଲ ପରିଛ୍ହା, ଅରୁଣ ବଳିୟରସିଙ୍ଗି,ଇସାକ୍ ବିଷୟ ,ସାନ ବାହାଅଦ୍ରୁର୍,ଝିନା କାରଜି,ଘାସି ପ୍ରଧାନ,କଳସ ନାୟକ,ବବି ନାୟକ,ବିଦ୍ଯାଲୟ ର୍ ସମସ୍ତ ପରିଚାଳନା କମୁଟୀ ଉପସ୍ତିତି ରେ କାଜ୍ୟ କର୍ମ କରାଜାଇଥିଲା, ବିଦ୍ଯାଲୟ ର୍ ପୂର୍ବା ତନ ଛାତ୍ର,ଦୁଜ ଧନ ଶାହୁ,ଅରୁଣ ବଳିଆର୍ ସିଙ୍ଗି,ନବୀନ କରଜି ଙ୍କୁ ସନ୍ମାନିତ୍ କରଜାଇଥିଲା,ସନ୍ମାନିତ ଅଥିତି ରୂପେ, ମୋହନା,ସାହିତ୍ୟ ଘର ଅୟଜକ ଲକ୍ଷ୍ମଣ ବିଷୟଇ,ରାଜେନ୍ଦ୍ର ଡୋରା କୁ ସନମାନିତ କରଜାଇଥିଲା ଛାତ୍ର ଛାତ୍ରୀକୁ ପୁରସ୍କାର ପ୍ରଦାନ କରାଯିବା ସହିତ ଗ୍ରାମର ମାନ୍ୟ ଗଣ ବ୍ଯକ୍ତି ଶ୍ରୀ ପ୍ରଭାକର ନାୟକ ଙ୍କ ଦୂରା ମହାତମା ଗାନ୍ଧି ଙ୍କ ପ୍ରତି ମୃତ୍ତି ରେ ପୁଷ୍ପ ମାଳ ଅର୍ପଣ କରାଯାଇଥିଲା ଶେଷ ରେ ରବି ନାରୟନ ମହାରଣା ସହଜଗୋ ରେ ବିଦ୍ୟାଳୟ ର eco କଲବ ଦ୍ଵାରା ପ୍ରସ୍ତୁତ ବୃକ୍ଷ ରୋପଣ କରାଯାଇଥିଲା ଯାହା କି ସରକାରଙ୍କର ନାରା ମା ଟିଏ କୁ ଗଛ ଟିଏ ଓ ବିଦ୍ୟାଳୟ ନାରା ଅନୁଯାଇ ପିଲା ଟିଏ କୁ ଗଛ ଟିଏ କାର୍ଯ୍ୟ କର୍ମ ଅନୁଷ୍ଠିତ କରାଯାଇଥିଲା ଏବଂ ସାମାଜିକ କର୍ମି ପ୍ରମଦ୍ ନିଶାନ୍ତ ଙ୍କ ଦୂରା ପ୍ରସ୍ତୁତ ଭାରତ ମାତା, ସାବିତ୍ରୀକୁ ବାଇ ଫୁଲେ, ଝନ୍ସି ରାଣୀ ଲକ୍ଷ୍ମୀବାଈ ଙ୍କ ଜୀବନ୍ତ ପ୍ରତିବିମ୍ବ ପରି ଛାତ୍ରୀ ମାନଙ୍କୁ ପୋଷାକ ମାଧ୍ୟମରେ ସଜାଇ ଆକର୍ସନ କରିଥିଲେ। ଭାଳିଆ ଗୁଡା,ଚଢିୟା ପଦା,ଚନ୍ଦ୍ରପୁର, ଖାରିପଲି ଗ୍ରାମର ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟ କର୍ମ କୁ ଉଛାହ୍ କରିଥିଲେ ଉତ୍ତ କାର୍ଯ୍ୟ କର୍ମ କୁ ଶିକ୍ଷକ ଜଗତ ଚନ୍ଦ୍ର ନାୟକ,ରମା କାନ୍ତ ମଲ୍ଲିକ, ଶିକ୍ଷୟତ୍ରୀ ଝିନ ମଲ୍ଲିକ ଓ ଗ୍ରାମର ଯୁବକ ସଂଘ ର ସଭାପତି,ସମ୍ପାଦକ ,ସଭ୍ୟମାନେ ସହଯୋଗ କରିଥିଲେ ଶେଷ ରେ ପ୍ରଧାନ ଶିକ୍ଷକ ଶ୍ରୀ ଭିକାରୀ ନାୟକ ଉପସ୍ଥିତ ଥିବା ସମସ୍ତ ଅଥିତି , ଛାତ୍ର ଛାତ୍ରୀ, ଗ୍ରାମବାସୀଙ୍କୁ ଧନ୍ୟଵାଦ ଦେଇ କାର୍ଯ୍ୟ କର୍ମ ଶେଷ କରିଥିଲେ।
