ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ_ଶୃଙ୍ଖଳା।

ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ_ଶୃଙ୍ଖଳା।

ଜିଲ୍ଲା ରେ ପ୍ରତି ଦିନ ଘଟୁଥିବା *ଆଇନ ଶୃଙ୍ଖଳା* ପରିସ୍ଥିତି ବିଗିଡ଼ିବାରେ ଲାଗିଛି,ନାରୀ ନିର୍ଯାତନା, ହତ୍ୟା , ହିଂସା , କୁ ନେଇ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ *ନବୀନ ପଟ୍ଟନାୟକ* ଙ୍କ ନିର୍ଦ୍ଦେଶରେ ଆଜି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି *ଶ୍ରୀ ବିକ୍ରମ କୁମାର ପଣ୍ଡା* ଙ୍କ ନେତୃତରେ ଗଞ୍ଜାମ ଜିଲ୍ଲା ର ପୁର୍ବତନ ସମସ୍ତ ବିଧାୟକ, ପୁର୍ବତନ ସାଂସଦ ପ୍ରମିଳା ବିଷୋୟୀ, ପୁର୍ବତନ କେନ୍ଦ୍ର ମନ୍ତ୍ରୀ , ରାଜ୍ୟ ମନ୍ତ୍ରୀ ଆଦି ମିଶି *ଗଞ୍ଜାମ ଜିଲ୍ଲାପାଳ* ଓ *ଗଞ୍ଜାମ ଏସପି* ଙ୍କୁ ଭେଟି ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *