ଜଣାଶୁଣା ସାମ୍ବାଦିକ ଡ଼. ପରେଶ ରଥଙ୍କୁ ‘ସାରଳା ଦେବୀ ସମ୍ମାନ’

ଜଣାଶୁଣା ସାମ୍ବାଦିକ ଡ଼. ପରେଶ ରଥଙ୍କୁ ‘ସାରଳା ଦେବୀ ସମ୍ମାନ’

ଭୁବନେଶ୍ୱର: ପ୍ରସିଦ୍ଧ ସାମ୍ବାଦିକ, ଇତିହାସକାର, ଆଦିବାସୀ ଜୀବନଶୈଳୀର ଗବେଷକ ଓ ଲେଖକ ଡ଼. ପରେଶ ରଥଙ୍କୁ ଭୁବନେଶ୍ୱରରେ ‘ସାରଳା ଦେବୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଅବିଭକ୍ତ କରାପୁଟ ଓ ଜୟପୁର ପାଇଁ ଗର୍ବର ବିଷୟ ହୋଇଥିବା ସହ, ସ୍ଥାନୀୟଙ୍କ ମଧ୍ୟରେ ଆନନ୍ଦର ଲହର ସୃଷ୍ଟି କରିଛି।କୋରାପୁଟ ଜନସାଧାରଣ ତରଫରୁ ଡ଼. ପରେଶ ରଥଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଯାଇଛି। 💐

Leave a Reply

Your email address will not be published. Required fields are marked *