ବାହୁଡ଼ା ଯାତ୍ରା ଶେଷ:

ବାହୁଡ଼ା ଯାତ୍ରା ଶେଷ: ସିଂହଦ୍ୱାରରେ ତିନି ରଥ, ଆସନ୍ତାକାଲି ଶ୍ରୀଜିଉଙ୍କ ସୁନାବେଶଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିବା ପରେ ପବିତ୍ର ବାହୁଡ଼ା ଯାତ୍ରା ଶେଷ ହୋଇଛି। ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି।

Leave a Reply

Your email address will not be published. Required fields are marked *