କୃଷି ଓ ସମାଜସେବା ନିମନ୍ତେ ସମ୍ମାନ ଯୋଗ୍ୟ ଡକ୍ଟରେଟ ଉପାଧି ରେ ସମ୍ମାନିତ ହେଲେ ଗଗନ ଆଚାର୍ଯ୍ୟ

କୃଷି ଓ ସମାଜସେବା ନିମନ୍ତେ ସମ୍ମାନ ଯୋଗ୍ୟ ଡକ୍ଟରେଟ ଉପାଧି ରେ ସମ୍ମାନିତ ହେଲେ ଗଗନ ଆଚାର୍ଯ୍ୟ

ରାୟଗଡା : ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପୃଥିବୀ ର ପୁରସ୍କାର ପ୍ରଦାନ ସଂସ୍ଥା ପକ୍ଷରୁ ଆମେରିକାନ ମେରିଟ କାଉନସିଲ ପକ୍ଷରୁ ଡ଼କ୍ଟରଟେ ଉପାଧି ରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ବହୁ ସମାଜସେବୀ, ଶିକ୍ଷକ, ଓକିଲ ସରକାରୀ କର୍ମଚାରୀ ଙ୍କୁ ପ୍ରଦାନ କରାଯାଇଛି l ଏହି ସମ୍ମାନଜନକ ଉପାଧି ରେ ଯେଉଁ ମାନଙ୍କୁ ସମ୍ମାନୀତ କରାଯାଇଛି ସେମାନେ ମଧ୍ୟରୁ ଜଣେ ହେଲେ ଗଗନ ବିହାରୀ ଆଚାର୍ଯ୍ୟ ବରିଷ୍ଠ ବିଜେଡି ନେତା ତଥା ସମାଜ ସେବୀ ରମାମଗୁଡ଼ା ଯାହାଙ୍କର କୃଷି ଓ ସମାଜ ସେବା ନିମନ୍ତେ ସମ୍ମାନଜନକ ଡକ୍ଟରେଟ ଉପାଧି ରେ ୱାର୍ଲଡ ଚାରିଟି ୱେଲଫର ଫାଉଣ୍ଡେସନ ପକ୍ଷରୁଗଗନ ଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ବର୍ଣାଢ୍ୟ ଉତ୍ସବ ରେ ପ୍ରଦାନ କରାଯାଇଛ l ଡକ୍ଟରେଟ ଉପାଧି ପାଇଥିବା ରୁ ଗଗନ କୁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ ଙ୍କ ସମତେ ସ୍ଥାନୀୟ ଜନସାଧାରଣ ଙ୍କ ସହିତ ବହୁ ବିଜେଡି କର୍ମୀ ଅଭିନନ୍ଦନ ଜଣାଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *