ବଡ଼ ରାଧାକାନ୍ତ ମଠରେ ହନୁମାନ ଚାଳିଶା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ।ଆର,ଉଦୟଗିରି (ମନୋଜ ପାଢୀ ) – ବିବେକାନନ୍ଦ ବେହେରା : ବଡ଼ ରାଧାକାନ୍ତ ମଠରେ ହନୁମାନ ଚାଳିଶା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ରାଧାକାନ୍ତ ମଠ ପରିସରରେ ହନୁମାନ ଚାଳିଶା ଜ୍ଞାନଯଜ୍ଞ ଆୟୋଜିତ ହେଉଛି ! ହନୁମାନ ଚାଳିଶା ଆଧାରିତ ପ୍ରବଚନ ପ୍ରବକ୍ତା ବ୍ରହ୍ମଚାରୀ ଅନୁରାଗ ଚୈତ୍ୟନ ଙ୍କ ଦ୍ଵାରା ପ୍ରବଚନ ଅନୁଷ୍ଠିତ ହେଉଛି। ହନୁମାନ ଚାଳି ଜ୍ଞାନଯଜ୍ଞ ୬ ତାରିଖ ଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ! ପ୍ରବଚନ ଶ୍ରବଣ କରିବା ସକାଶେ ଭକ୍ତ ଙ୍କ ସମାଗମ ହେଉଛି ।
