AEF ମାର୍କେଟରେ ମା’ ଲକ୍ଷ୍ମୀଙ୍କ ପୂଜା, ଭକ୍ତିମୟ ପରିବେଶରେ ପୂଜାର୍ଚ୍ଚନା

AEF ମାର୍କେଟରେ ମା’ ଲକ୍ଷ୍ମୀଙ୍କ ପୂଜା, ଭକ୍ତିମୟ ପରିବେଶରେ ପୂଜାର୍ଚ୍ଚନା

AEF ମାର୍କେଟରେ ମା’ ଲକ୍ଷ୍ମୀଙ୍କ ପୂଜା, ଭକ୍ତିମୟ ପରିବେଶରେ ପୂଜାର୍ଚ୍ଚନା

ସୁନାବେଡ଼ା: ସୁନାବେଡ଼ା AEF ମାର୍କେଟରେ ମା’ ଲକ୍ଷ୍ମୀଙ୍କ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଅବସରରେ ମା’ ଲକ୍ଷ୍ମୀଙ୍କ ଆକର୍ଷଣୀୟ ମୂର୍ତ୍ତିକୁ ସୁନ୍ଦର ଫୁଲମାଳା ଓ ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଛି।ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ଦେଖିବାକୁ ମିଳୁଛି। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଭରିଯାଉ ବୋଲି ଭକ୍ତମାନେ ପ୍ରାର୍ଥନା କରୁଛନ୍ତି।