ଗଜପତିର ଅଗ୍ରଣୀ ସିସିଡ଼ି ଅନୁଷ୍ଠାନ ପକ୍ଷରୁ ବାଲ୍ ହେଲଥ ମେଳା ଅନୁଷ୍ଠିତ ।

ଗଜପତିର ଅଗ୍ରଣୀ ସିସିଡ଼ି ଅନୁଷ୍ଠାନ ପକ୍ଷରୁ ବାଲ୍ ହେଲଥ ମେଳା ଅନୁଷ୍ଠିତ ।

ଗଜପତିର ଅଗ୍ରଣୀ ସିସିଡ଼ି ଅନୁଷ୍ଠାନ ପକ୍ଷରୁ ବାଲ୍ ହେଲଥ ମେଳା ଅନୁଷ୍ଠିତ ।

ଗଜପତି 12/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ ଗଜପତିର ଅଗ୍ରଣୀ ସିସିଡ଼ି ଅନୁଷ୍ଠାନ ପକ୍ଷରୁ ବାଲ୍ ହେଲଥ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାର ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ କରଡାସିଂ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ବାଲ୍ ହେଲ୍ଥ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।ଏହିକାର୍ଯ୍ୟକ୍ରମରେ ସିସିଡର ସମ୍ପାଦକ ଏ. ଜଗନ୍ନାଧ ରାଜୁ, ସ୍ଥାନୀୟ ସରପଞ୍ଚ ଉମା ଶଙ୍କର ଭୂମାଲ, ପି. କିରଣ କୁମାର, (ପିଇଓ ), ଅଶ୍ୱିନ କୁମାର ପାଢ଼ୀ,(ସିଆରସିସି) ପ୍ରଧାନଶିକ୍ଷକ କେଦାର ଚନ୍ଦ୍ର ରାଉତ ଏବଂ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ସୌତି ଜାନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।