ରେମଣ୍ଡା ମାଁ ସମଲେଶ୍ଵରୀ ମନ୍ଦିର ଠାରେ ମାଁ ସମଲେଇଶ୍ବରୀ ଦେବୀ ଙ୍କ ଧବଳ ମୁଖୀ ଦର୍ଶନ ଅନୁଷ୍ଠିତ ହୋଇଯାଇଛି।

ରେମଣ୍ଡା ମାଁ ସମଲେଶ୍ଵରୀ ମନ୍ଦିର ଠାରେ ମାଁ ସମଲେଇଶ୍ବରୀ ଦେବୀ ଙ୍କ ଧବଳ ମୁଖୀ ଦର୍ଶନ ଅନୁଷ୍ଠିତ ହୋଇଯାଇଛି।

ରେମଣ୍ଡା ମାଁ ସମଲେଶ୍ଵରୀ ମନ୍ଦିର ଠାରେ ମାଁ ସମଲେଇଶ୍ବରୀ ଦେବୀ ଙ୍କ ଧବଳ ମୁଖୀ ଦର୍ଶନ ଅନୁଷ୍ଠିତ ହୋଇଯାଇଛି।

ବରଗଡ୧୧, ୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ମାଁ ସମଲେଶ୍ଵରୀ ମନ୍ଦିର ଠାରେ ମାଁ ସମଲେଇଶ୍ବରୀ ଦେବୀ ଧବଳ ମୁଖୀ ଦର୍ଶନ ଦେହେରୀ, ପୂଜାରୀ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ହୋଇ ଅନୁଷ୍ଠିତ ହୋଇଯାଇଛି। ରେମଣ୍ଡା ତଥା ଆଖପାଖ ଅଞ୍ଚଳର ଭକ୍ତ ମାନେ ଆସି ଯୋଗଦାନ କରି ମାଁ ସମଲେଶ୍ଵରୀ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶିର୍ବାଦ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାକୁ ରେମଣ୍ଡା ସମଲେଶ୍ଵରୀ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟି ଓ ସ୍ଵେଚ୍ଛାସେବୀ ମାନେ ଭକ୍ତ ମାନଙ୍କ ଦର୍ଶନ ଓ ପ୍ରସାଦ ସେବନ ସୁବ୍ୟବସ୍ଥିତ କରିଥିଲେ।