ଇଣ୍ଡିଆ ମେଣ୍ଟ ବନ୍ଦ କୁ ଥୁଆପାଲି ଠାରେ ଜନସାଧାରଣଙ୍କ ସମର୍ଥନ।

ଇଣ୍ଡିଆ ମେଣ୍ଟ ବନ୍ଦ କୁ ଥୁଆପାଲି ଠାରେ ଜନସାଧାରଣଙ୍କ ସମର୍ଥନ।

ଇଣ୍ଡିଆ ମେଣ୍ଟ ବନ୍ଦ କୁ ଥୁଆପାଲି ଠାରେ ଜନସାଧାରଣଙ୍କ ସମର୍ଥନ।

ବରଗଡ ୮,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରେ କେନ୍ଦ୍ରୀୟ ଇଣ୍ଡିଆ ମେଣ୍ଟ ସମର୍ଥନ କ୍ରମେ ଓଡିଶା ପ୍ରଦେଶ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କଂ ନିର୍ଦ୍ଦେଶ କ୍ରମେ ବରଗଡ ଜିଲ୍ଲା କଂଗ୍ରେସ ର ସଭାପତି ଶୁଭେନ୍ଦ୍ରକୁମାର ସାହୁ, ଭେଡେନ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡା ନେତୃତ୍ବରେ ଥୁଆପାଲି ବନ୍ଦ ପାଳନ ଅନୁଷ୍ଠିତ ହୋଇଯାଇଛି। ଥୁଆପାଲି, ଝରାପାଲି ମାର୍କେଟ, ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇ ସହିତ ସ୍ୱତଃପ୍ରବୃତ୍ତ ଭାବେ ଜନସାଧାରଣ କଂ ବନ୍ଦ ପାଳନ କୁ ସମର୍ଥନ ଜଣାଇ ଥିଲେ। ଏହି ବନ୍ଦ କୁ ସମର୍ଥନ ଜଣାଇଥିବାରୁ ଭେଡେନ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡା କୃତଜ୍ଞତା ଜ୍ଞାପନ କରିଛନ୍ତି।