ସେମିଳିଗୁଡା ଭେଣ୍ଡିଂଗ ଜୋନରେ ଗଣ ସ୍ବଛ ଅଭିଯାନ

ସେମିଳିଗୁଡା ଭେଣ୍ଡିଂଗ ଜୋନରେ ଗଣ ସ୍ବଛ ଅଭିଯାନ

ସେମିଳିଗୁଡା ଭେଣ୍ଡିଂଗ ଜୋନରେ ଗଣ ସ୍ବଛ ଅଭିଯାନ

ସେମିଳିଗୁଡା ତାରିଖ ୧,୧୦,୨୦୨୬,ସୁନାବେଡା ପୌରପରିଷଦ ପକ୍ଷରୁ ସୁନାବେଡା ପୌରପରିଷଦର ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ବରେ ଏକ ଗଣ ସ୍ବଛ ଅଭିଯାନ ଆରମ୍ଭ କରାଯାଇ ଥିଲା।ଏହା କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ତରଫରୁ କରାଯାଇ ଥିଲା। ସେମିଳିଗୁଡା ଭେଣ୍ଡିଂଗ ଜୋନ ବା ହାଟ ଅଂଚଳରେ ଏହି ସଫେଇ କାର୍ଯ୍ଯ କରାଯାଇ ଥିଲା। ଏଥିରେ ପୌରାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର, ଉପାଧ୍ୟକ୍ଷା ରୠତୁ କଣ୍ଟା,ବିଜେପି ନେତା ସୁମନ୍ତ କୁମାର ପ୍ରଧାନ, ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର ,ବିଜେପିର ମଣ୍ଡଳ ସଭାପତି ଟୁନା ଖରା,ରୀନା ନାୟକ, ଲକ୍ଷ୍ମୀ ଖରା,ପୌରପରିଷଦର କର୍ମଚାରୀବୃନ୍ଦ ଲକ୍ଷ୍ମୀ ମହାପାତ୍ର,ମିଲନ ପାତ୍ର ପ୍ରମୁଖ,ସମସ୍ତ କାଉନସିଲର ଯଥା ମମତା ଖରା,ମନୋଜ ସୁନା,ରବୀନ୍ଦ୍ର ପ୍ରଧାନ, ସମସ୍ତ ପୌର କର୍ମଚାରୀ,ସଫେଇ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସମସ୍ତ ଆବର୍ଜନା ସଫାକରି ଟ୍ରାକ୍ଟର ଯୋଗେ କଢାଯାଇ ଥିଲା। ଆଗାମୀ ଦିନରେ ଆମ ସହରକୁ ସ୍ବଛ ରଖିବା ବୋଲି ସମସ୍ତେ ଶପଥ ନେଇ ଥିଲେ।