ସୁନାବେଡାର ପରିଚିତ ଠିକାଦାର ସନା ଭାଇନାଙ୍କ ପରଲୋକ

ସୁନାବେଡାର ପରିଚିତ ଠିକାଦାର ସନା ଭାଇନାଙ୍କ ପରଲୋକ

ସୁନାବେଡାର ପରିଚିତ ଠିକାଦାର ସନା ଭାଇନାଙ୍କ ପରଲୋକ

ସୁନାବେଡା: ସୁନାବେଡା ଅଞ୍ଚଳର ଜଣାଶୁଣା ତଥା ସମସ୍ତଙ୍କର ପରିଚିତ ଠିକାଦାର ସନା ଭାଇନାଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ସୁନାବେଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସନା ଭାଇନାଙ୍କ ବିୟୋଗ ଖବର ପାଇ ବନ୍ଧୁ, ପରିଚିତ ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି। ଓଁ ଶାନ୍ତି।