ସରୋଜ ଖଟକିକଂ ଘରେ ଚୋରି ଅଭିଯୋଗ ଭେଡ଼େନ ଥାନା ରେ ମାମଲା ରୁଜ୍ଜୁ।

ସରୋଜ ଖଟକିକଂ ଘରେ ଚୋରି ଅଭିଯୋଗ ଭେଡ଼େନ ଥାନା ରେ ମାମଲା ରୁଜ୍ଜୁ।

ସରୋଜ ଖଟକିକଂ ଘରେ ଚୋରି ଅଭିଯୋଗ ଭେଡ଼େନ ଥାନା ରେ ମାମଲା ରୁଜ୍ଜୁ।

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଲୁପୁରସିଂହା ପଂଚାୟତ ର ବଇଦଟିକରା ର ସରୋଜ ଖଟକି କୌଣସି ଏକ କାମ ରେ ପରିବାର ସହିତ ଭୁବନେଶ୍ଵର ଯାଇ ଥିଲେ। ତାଂକର ର ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାକଂର ଘରୁ ସୁନାଗହଣା ଓ ଟଂକା ଥିବା ଗଦ୍ରେଜ ରୁ ମୂଲ୍ୟବାନ ଜିନିଷ ଚୋରୀ କରି ନେଇଯାଇଛନ୍ତି। ସେ ଭେଡେନ ଥାନା ଏକ କେସ କରିଛନ୍ତି, ଯାହାର କେସ୍ ନମ୍ବର ୨୪୭/୨୦୨୬ । ଭେଡେନ ଥାନା ର ଆଇଆଇସି ଅନୁପ କୁମାର ବରେଇ ଓ ଓଆଇସି ସୁରେଶ ଓରାଗଂ ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ କରୁଛନ୍ତି। ଥୁଆପାଲି ଅଂଚଳରେ ରାତ୍ରିକାଳୀନ ପେଟ୍ରୋଲିଂ ବ୍ଯବସ୍ଥା ପାଇଁ ୨ଜଣ ହୋମଗାର୍ଡ ମୁତୟନ ହେଉଥିଲେ, ପୁନଃ ମୁତୟନ ପାଇଁ ଅଂଚଳବାସୀ କଂ ଦାବି ହେଉଛି।