କାଲି ଯାଏଁ ଗୃହ ମୁଲତବି

କାଲି ଯାଏଁ ଗୃହ ମୁଲତବି

କାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ପୁଣି ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆସନ୍ତାକାଲି ଯାଏଁ ମୁଲତବି ଘୋଷଣା କରାଯାଇଛି।MMDR ବିଲ୍‌ ଏବଂ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିବା ସୂଚନା ମିଳିଛି। ଫଳରେ ବିଧାନସଭାର କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା।ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ମୁଲତବି ଘୋଷଣା କରିଛନ୍ତି।