ଖୁଣ୍ଟଲିପାଲି ମାର୍କେଟ ୟାର୍ଡ଼ ପରିସରରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ଖୁଣ୍ଟଲିପାଲି ମାର୍କେଟ ୟାର୍ଡ଼ ପରିସରରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ଖୁଣ୍ଟଲିପାଲି ମାର୍କେଟ ୟାର୍ଡ଼ ପରିସରରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ବରଗଡ ୧୫,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅତାବିରା ଆରଏମସି ଅନ୍ତର୍ଗତ ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ଠାରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟୁଲିପାଲି ମାର୍କେଟ ଇନ୍ଚାଜ ଭରତ ଚନ୍ଦ୍ର ବାରିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରମୋଦ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ। ଏହି ସମୟରେ ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ର ସମସ୍ତ କର୍ମଚାରୀ ଓ ଚାଷୀ ମାନେ ଯୋଗଦେଇଥିଲେ।