ବରଗଡ-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ର ରଥଯାତ୍ରା ପ୍ରଥମେ ପହଣ୍ଡିବିଜେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମହାପ୍ରଭୁ ହୋଇଥିଲା। ତିନି ମହାପ୍ରଭୁ କୁଂ ରଥାରୂଢ କରାଯାଇଥିଲା ଧୂପଦୀପ ରେ ପୂଜାର୍ଚ୍ଚନା କରାଯାଇଥିଲା ,ଶ୍ରଦ୍ଧାଳୁ ଭକ୍ତମାନେ ନଡ଼ିଆ, କଦଳୀ ଦେଇ ଆଶିଷ ଭିକ୍ଷା କରିଥିଲେ। ବିଭିନ୍ନ ଦୋକାନ ବଜାର ଲାଗି ଥିବାରୁ କିଣାକିଣି ସୁଯୋଗ ପାଇଥିଲେ।
ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ର ରଥଯାତ୍ରା
